କୋଶଲ ନ୍ୟୁଜର ପ୍ରଭାବ

କଳାହାଣ୍ଡି (କୋଶଲ ନ୍ୟୁଜ): ଗତ ୧୯ ତାରିଖ ଦିନ କୋଶଲ ନ୍ୟୁଜରେ ଭିନ୍ନକ୍ଷମ ହେଲେ ମଧ୍ୟ ସ୍ୱାଭୀମାନୀ ଖବର ପ୍ରକାଶିତ ହୋଇଥିଲା।ଏହି ଖବରକୁ କୋଶଲ ନ୍ୟୁଜର ଏଡିଟର ପ୍ରଦୀପ କୁମାର ସିଂହ ଟୁଇଟ ଯୋଗେ ମୁଖ୍ୟମନ୍ତ୍ରୀ,ବିଭାଗୀୟ ଅଧିକାରୀ ଓ ବ୍ଳକ ପ୍ରଶାସନକୁ ଅଭିଯୋଗ କରିଥିଲେ।କୋକସରା ବ୍ଳକ ପ୍ରଶାସନ ତତ୍ପରତା ଦେଖାଇ ଉତ୍ତର ରଖିଥିଲେ ଯେ ଖୁଣ୍ଟିଆ ଗ୍ରାମପଞ୍ଚାୟତର ମହେଶ ମେହେର ଙ୍କୁ ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇଦେବାକୁ ଭରସା ଦେଇଛନ୍ତି।ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ଆଶ୍ୱାସନା କେତେ ଦୂର ଫଳପ୍ରଦ ହେଉଛି।।

Comments
Loading...