ଦେବଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଦରଦାମ ବୃଦ୍ଧି ହେତୁ ବିଦ୍ୟୁତ୍ ଅଫିସ ଘେରାଉ

ଦେବଗଡ଼ (କୋଶଲ ନ୍ୟୁଜ) ଆଜି ଦେବଗଡ଼ ମଣ୍ଡଳ ବିଜେପି ତରଫରୁ ବିଧାୟକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଦେବଗଡ଼ ନଗର ବିଜେପି ସଭାପତି ଦିବ୍ୟଶଙ୍କର ଖୁଣ୍ଟିଆଙ୍କ ନେତୃତ୍ୱରେ ନିର୍ବାହୀ ମନ୍ତ୍ରୀ TPWODL ଙ୍କୁ ବିଦ୍ୟୁତ୍ ଦର ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ୍ କଟ ୧୦୦ ୟୁନିଟ ଭିତରେ ଗୋଟିଏ ଦର କୁ ଲାଗୁ କରିବା ପାଇଁ ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦିଆଗଲା ଏହି କୋଭିଡ ୧୯ ଗାଇଡଲାଇନ କୁ ପାଳନ କରି ଏହି କାର୍ଯ୍ୟକ୍ରମ କରାଗଲା l
ଏହି କାର୍ଯ୍ୟକ୍ରମରେ ନଗର ସାଧାରଣ ସଂମ୍ପାଦକ ଜଗନ୍ନାଥ ବେହେରା ସଂମ୍ପାଦକ ରମଣୀ ରଂଜନ ଆଚାର୍ଯ୍ୟ , ଯୁବମୋର୍ଚ୍ଚା କାର୍ଯ୍ୟ କାରିଣୀ ସଦସ୍ୟ ସୁଧୀର ବ୍ରହ୍ମା ,ମିଡ଼ିଆ ସେଲ ସୁଧୀର ପତ୍ର,କିଶୋର ବେହେରା,ଚନ୍ଦ୍ର ମହାପାତ୍ର,ପ୍ରତାପ ପଣ୍ଡା,ପ୍ରଦୀପ ଭୋଇ , ସୁଧୀର ପ୍ରଧାନ,ତାପସ ମହାପାତ୍ର,ସାଗର ସାହୁ,ଶାନ୍ତନୁ ନାୟକ ,ଶତୃଘ୍ନ ପତ୍ର,ସତ୍ୟ ନାଏକ , ଡଳାମଣି ସୁହୁଳା,ଭବାନୀ ଗିରି ,ଚଗଲା ସାହୁ,ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇଥିଲେ l

Comments
Loading...