ଜାତୀୟ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ଦେବଗଡ଼ରୁ ସେମ ହେମ୍ରମ ନାମାଙ୍କନ ପତ୍ର ଦାଖଲ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ ଜିଲ୍ଲା ପୌରାଞ୍ଚଳ ଅନ୍ତର୍ଗତ ଜିଲ୍ଲାପାଳ କାର୍ଯ୍ୟଳୟରେ ଉପଜିଲ୍ଲାପାଳଙ୍କୁ ଭେଟି ଆଜି କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ଯୁକ୍ତ ସେମ ହେମରମ ଶତାଧିକ କର୍ମୀ ଙ୍କୁ ଧରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ତିନଟି ଯାକ ବ୍ଲକ ରୁ ତଥା ରିଆମାଳ, ତିଳେଇବଣି ଓ ବାରକୋଟ ବ୍ଲକ ରୁ ହଜାର ହଜାର ସମର୍ଥକ ଙ୍କୁ ନେଇ ଶକ୍ତି ପଦର୍ଶନ କରିଛନ୍ତି l ଏଥିରେ ଜିଲ୍ଲା ସଭାନେତ୍ରୀ ଲିତା ଆଚାର୍ଯ୍ୟ, ମିନତୀ ନାୟକ,ସୁନିତା ହେନେସ,ରମେଶ ଚନ୍ଦ୍ର ପାତ୍ର,ଅଲେଖ ନାୟକ,ନଟ କୃଷ୍ଣ ଜାଲ,ଦେବେନ୍ଦ୍ର ନାୟକ,ପଞ୍ଚୁ ଉଦାବର,ଭୀମସେନ ନାୟକ, ଲୀନାଣିଲିପସା ନାୟକ,ଚମ୍ପକ କୁମାର ଗୁରୁ, ରୂପଶ ଗୁରୂ, ଲବ ନାୟକ,ଅନିଲ ନାୟକ ଆଦି କଂଗ୍ରେସ ର ଟାଣୁଆ ନେତାମାନେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି l

ରିପୋର୍ଟ: ନିଲେଶ ଅନିରୁଦ୍ଧ ନାୟକ

Comments
Loading...