କୋଶଲ ନ୍ୟୁଜ ର ପ୍ରଭାବରେ କଂକ୍ରିଟ ରାସ୍ତାର ମାଟି ଉଠାଣ କରଗଲା

କଳାହାଣ୍ଡି (କୋଶଲ ନ୍ୟୁଜ୍) କଂକ୍ରିଟ ରାସ୍ତ ଉପରେ ମନରେଗା ଯୋଜନାର ମାଟି ଆଣି ଜମାକରିବାରୁ ଗ୍ରାମବାସୀ ଙ୍କ ଅସନ୍ତୋଷ ସୃଷ୍ଟି ହୋଇଥିଲା ଏହି ପରିପ୍ରେକ୍ଷୀରେ ଗୋଳାମୁଣ୍ଡା ବ୍ଲକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପସ୍ଥିତରହି ଏବଂ ଜେଇ ଙ୍କଠାରୁପରାମର୍ଶ କ୍ରମେ ଜେଇ ପ୍ରତିଶ୍ରୁତି ଦେଇଥିଲେ, ବହୁତ ଖୁସି ଯେ ଉକ୍ତ ମାଟି ଜେସିବି ବଳରେ ମାଟି ଉଠାନ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି, ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଯେ, ଗୋଳାମୁଣ୍ଡା ବ୍ଲକ କୁହୁରା ପଞ୍ଚା ୟତର ସରପଞ୍ଚ ମନରେଗା କାର୍ଯ୍ୟ ର ମାଟି ଆଣୀ ରାସ୍ତା ରେ ଜମାକାରୀ ଥିଲେ, ଏହା ଦ୍ବାରା ପାଣି ଜମି ଜାତାୟତରେ ଅସୁବିଧା ହେତୁ ଗତ କାଲି ଶନିବାର ଦିନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ଓ ଜେଇ ଚିତ୍ତରଞ୍ଜନ ଜେନା ମଧ୍ୟ ଉପସ୍ଥିତ ରହି ଆସନ୍ତା କାଲି ଉକ୍ତ ମାଟି ଖୁଲି ଅନ୍ୟତମ ଜାଗାରେ ଫୋପାଡିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଲେ ଦିନକ ମଧ୍ୟରେ ଆଜି ରବିବାର ଦିନ ଜେସିବି ଆଣି ମାଟି ଅନ୍ୟତ୍ର ରେଫୋପାଡ଼ି କରିଥିଲେ, ତେଣୁ ଜେଇ ଚିତ୍ତରଞ୍ଜନ ଜେନାଙ୍କ ମନୁଷ୍ୟ ପାଣିଆକୁ ଗ୍ରାମ ବାସୀଭୁରି ଭୁରି ପ୍ରଶଂସା ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ମେଡିଆ ବନ୍ଧୁ ମାନକୁ ମଧ୍ୟ ସାଧୁବାଦ ଜଣାଇଥିଲେ, ତତ ସହିତଗ୍ରାମର ବୈକୁଣ୍ଠ ବାଗ, ମୁରଲୀ ବାଗ,ଚଇତୁ ବାଗ, ଜରେନ୍ଦ୍ର ଶବର, କୁରୁପତି ସୁନାନୀ ଓ ରଥାଙ୍ଗସୁନାନୀ ପ୍ରମୁଖ ସହଯୋଗ କରିଥିଲେ।

Comments
Loading...