ଭଦ୍ରକଜିଲ୍ଲା ବନ୍ ଖଣ୍ଡ ଙ୍କ ନେତୃତ୍ୱ ରେ ବାସୁଦେବ ପୁର ବନ ବିଭାଗ ଦ୍ବାରା ଚୋରାକାଠ ମିଲ ଉପରେ ଚଳାଉ କରି ଲକ୍ଷାଧିକ ଟଙ୍କା କାଠ କଟା ଯନ୍ତ୍ରଅଂଶଜବତ୍

ବାସୁଦେବ ପୁର (କୋଶଲ ନ୍ୟୁଜ୍) ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବ ପୁର ବ୍ଲକ ଅଧିନସ୍ତ ଆନ୍ଦ୍ ପୁର ଓ ବ୍ରାହ୍ମୀଡି ଗାଁ ରେ ଭଦ୍ରକ ଜିଲ୍ଲା ବନ୍ ଖଣ୍ଡ ଙ୍କ ନେତୃତ୍ୱ ରେ ବାସୁଦେବ ପୁର ବନ ବିଭାଗ ଦ୍ବାରା ଦୁଇଟି ଚୋରା କାଠ ମିଲ ଉପରେ ଚଳାଉ କରି ଲକ୍ଷାଧିକ ଟଙ୍କା କାଠ କଟା ଯନ୍ତ୍ର ପାତି ଜବତ୍ କରିବା ସହିତ କାଠ ମଧ୍ୟ ଜବତ୍ କରିଛି ବନ୍ ବିଭାଗ ଭଦ୍ରକ ଜିଲ୍ଲା ବନ ଖଣ୍ଡ ଅଧିକାରୀ ACF ସାଧନା ବେହେରା ଓ ବସୁଦେବ ପୁର ବନ ବିଭାଗ ଅଧିକାର ରେଞ୍ଜର ସୁଶାନ୍ତ କୁମାର ମହାନ୍ତି,ଫରେଷ୍ଟର ଜନାର୍ଦ୍ଦନ ମିଶ୍ର,ପୀତବାସ ଶଙ୍ଖୁଆ ଫରେଷ୍ଟର ଭୀମ ଚରଣ ମାରାଣ୍ଡି ବିମଳା ମାଲିକ୍ ଓ ତୁର୍ତ୍ତି ରାଣୀ ମହାନ୍ତି FG ଉମାକାନ୍ତ ମୁଦୁଲି ହରିହର ସେଠୀ ସତ୍ୟ ରଞ୍ଜନ ଭୁୟା ଓ ପ୍ରମୁଖ ଉପସ୍ଥିତ ଥିଲେ। ।

Comments
Loading...