କେନ୍ଦ୍ରାପଡା ସାସଂଦଙ୍କ ଦ୍ୱାରା ୪ ଟି ବ୍ଲକକୁ ଆଇସିୟୁ ଥିବା ଆମ୍ବୁଲାନ୍ସ ପ୍ରଦାନ

କଟକ(କୋଶଲ ନ୍ୟୁଜ୍ ) ଆମର ପ୍ରିୟ କେନ୍ଦ୍ରାପଡା ସାସଂଦ ଶ୍ରୀଯୁକ୍ତ ଅନୁଭବ ମାହାନ୍ତି ଙ୍କ ଦ୍ୱାରା icu ବ୍ୟବସ୍ଥା ଥିବା ୪ଟି ଆମ୍ବୁଲାନ୍ସ ୪ଟି ବ୍ଲକ ଯଥା ସାଲେପୁର, ଟାଙ୍ଗୀ,ନିଶ୍ଚିନ୍ତକୋଇଲି,ମାହାଙ୍ଗା କୁ ଦାନ କରିଛନ୍ତି ।ଏଥିରେ ୪ଟି ବ୍ଲକର ଲୋକେ ଉପକୃତ ହେବେ ବୋଲି କହିଛନ୍ତି ସାସଂଦ ଶ୍ରୀଯୁକ୍ତ ଅନୁଭବ ମାହାନ୍ତି ମହୋଦୟ ।ସାସଂଦ ଶ୍ରୀଯୁକ୍ତ ଅନୁଭବ ମାହାନ୍ତି ଙ୍କ ର ଏହି କାଯ୍ୟକୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି ।

Comments
Loading...