ବୌଦ୍ଧ ରେ କରୋନା ସ୍ଥିତି ତଳ ମୁହାଁ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ ଗତ 24 ଘଣ୍ଟା ରେ 7 ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | ବର୍ତମାନ ସୁଦ୍ଧା ଜିଲ୍ଲା ରେ ମୋଟ କରୋନା ପୋଜିଟିଭ ସଂଖ୍ୟା ହେଉଛି 12472ଜଣ ରେ ପହଂଚିଛି, ସୁସ୍ଥ ହୋଇଛନ୍ତି 12274 ଜଣ ଏବଂ ଚିକିତ୍ସାଧିନ ଅଛନ୍ତି 99 ଜଣ ଜିଲ୍ଲା ରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା 99 ଜଣଙ୍କ ହୋଇଛି |ଆଜି ସାରା ରାଜ୍ୟରେ କରୋନା ପୋଜିଟିଭ ସଂଖ୍ୟା 1948 ଚି଼ହ୍ନଟ ହୋଇଛନ୍ତି |

Comments
Loading...