ଆସନ୍ତା ଜୁଲାଇ ୨୬ ତାରିଖ ରେ ସ୍କୁଲ ଏବଂ କଲେଜ ଖୋଲିବ

ରାଜ୍ୟ ସରକାର ଙ୍କ ଗଣ ଶିକ୍ଷା ବିଭାଗ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ପାଇଁ ସ୍କୁଲ ଏବଂ କଲେଜ ଖୋଲିବାକୁ ନିଷ୍ପତି ନେଇଛି | ସେଥିପାଇଁ କୋଭିଡ ନିୟମ ପାଳନ କରାଯାଇ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଖୋଲିବା ସହ ଆସନ୍ତା ଜୁଲାଇ 26 ତାରିଖରୁ ପାଠ ପଢ଼ା ଆରମ୍ଭ ହେବ | ପ୍ରଥମେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ର ପାଠ ପଢ଼ା ଆରମ୍ଭ ହେବ | ସେଥିପାଇଁ ଶିକ୍ଷକ ଏବଂ ସମସ୍ତ କର୍ମଚାରୀ ମାନଙ୍କ ଟୀକା କରଣ କୁ ଗୁରୁତ୍ୱ ଦିଆଯାଇଛି | ପରେ ଅନ୍ୟ ଶ୍ରେଣୀ ର ପାଠ ପଢ଼ା ଆରମ୍ଭ ହେବ | ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ସେଥିପ୍ରତି ନିଷ୍ପତି ନେବେ |

Comments
Loading...