ଗଜପତି ପୋଲିସ୍ ପୁରା ଏକ୍ସନ ମୁଡରେ ରହିଛି

ଗଜପତି: (କୋଶଲ ନ୍ୟୁଜ) ପାରଳାଖେମୁଣ୍ତିର ସମସ୍ତ ଆନ୍ଦ୍ର ଓଡିଶା ସିମାନ୍ତରେ ଯୋରଯାର କଡାକଡି କରୁଛି ଚେକିଙ୍ଗ, ଅମାନିଆ କୁ ଦେଉଛି ପ୍ରହାର ସହ କାଟୁଛି ଫାଇନ୍ । ଆଜି ପାରଳାଖେମୁଣ୍ତିର ମୁଖ୍ଯ ବଜାର ଠାରେ ଜନଗହଳିକୁ ଆଖିଆଗରେ ରଖି କଡାକଡି କରିଛି ପ୍ରତିଦିନ ପରି ଚେକିଙ୍ଗ ପନିପରିବା ଅଣ୍ତା ମାଛ ମାସଂ କିଣିବା ପାଇଁ ଚାଲିଚାଲି ଯିବାପାଇଁ କହୁଛି ପୋଲିସ । ଏହି ପରି ସମସ୍ତ ଅଞ୍ଚଳ ରେ ଜାରି ରହିଛି କଡାକଡି ଚେକିଙ୍ଗ ପ୍ରକ୍ରିଆ ସମସ୍ତ ରାସ୍ତା ଛକ ସ୍ତଳରେ ମଧ୍ଯ ଚାଲିଛି ଚେକିଙ୍ଗ ସହ ଟେଷ୍ଟିଙ୍ଗ୍ ବା ଆସୁଥିବା ଜନସାଧାରଣକୁ କୋଭିଡ ପରୀକ୍ଷା କରିବା ସହ ବାହାର ରାଜ୍ଯ ରୁ ଫେରୁଥିବା ପ୍ରବାସିକୁ କ୍ବାରେନ୍ ଣ୍ଟାଇନ୍ ସେଣ୍ଟର ପଠାଉଛି । କରୋନା ସଂକ୍ରମଣ କୁ ରୋକିବା ପାଇଁ ପାରଳାଖେମୁଣ୍ତିର ବିଭିନ୍ନ ଅଞ୍ଚଳରେ ଜାରିରହିଛି କୋଭିଡ ପରୀକ୍ଷଣ ସହ ପୋଲିସ୍ ପାରଳାଖେମୁଣ୍ତି ର ସବୁ ଅଞ୍ଚଳ ରେ କରୁଛି ପେଟ୍ରୋଲିଙ୍ଗ ।।

Comments
Loading...