ନୟାଗଡରେ ଲାଞ୍ଚୁଆ ଏ ମ ଭି ଆ ଇ

ନୟାଗଡ଼ ଜିଲ୍ଲାରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଥମିବାକୁ ଧରୁନି ଲାଞ୍ଜ କାରବାର , କିଛିଦିନ ନିରାବତାପରେ ପୁଣି ମାତିଛି ଲାଞ୍ଚୁଆ ଏମ ଭି ଆ ଇ ,ଟଙ୍କା ନଦେଲେ ଡିଏ ଲ ଗାଡିର ଫିଟିନେସ ହୋଇପାରିବ ନାହିଁ,ଗୋଟେ ଡ଼ି ଏ ଲ ପିଛା 300 ଗୋଟେ ଗାଡି ଫିଟିନେସ ପିଛା 500ଟଙ୍କା ଦେବାକୁ ପଡୁଛି ,ଯଦି କିଏ ଅଭିଯୋଗ କଲା ତାକୁ ଫେଲ କରିଦିଆଯାଉଛି ଏବିଷୟରେ ନୟାଗଡ ଜିଲ୍ଲାପାଳ ଡ଼ଃ ପୋମାଟୁଡୁ ଙ୍କୁ ପଚାରିଥିଲୁ ସେ କହିଛନ୍ତି ତଦନ୍ତ କରାଯିବ!

Comments
Loading...