ନୟାଗଡ଼ ସଦର ଥାନାର ହୋମଗାର୍ଡ ସହ କୁଖ୍ୟାତ ମଦମାଫଆ ସହ ଲାଞ୍ଚ କାରବାର

ନୟାଗଡ଼:-ବାଡ ଯଦି ଫସଲ ଖାଇବ ତାହା ହେଲେ ତାକୁ ଜଗିବକିଏ । ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ସଦର ଥାନା ଅଞ୍ଚଳରେ।ଦିନ କୁ ଦିନ ଏ ଅଞ୍ଚଳରେ କୁଖ୍ୟାତ ମଦ ବେପାରୀ ତାର କାୟା ବିସ୍ତାର କରି ଚାଲିଛି।ଲଗାମ ଛଡ଼ା କରି ଛାରି ଆଡେ ମଦ ବିକି ବାରେ ଲାଗିଛି।ତାର କାହାକୁ ଦର ନାହିଁ କି ଭୟ ନାହିଁ । ଆମ ପ୍ରତିନିଧି ସେହି ରାସ୍ତାରେ ଯିବା ସମୟରେ ସଦର ଥାନାର ହୋମ ଗାର୍ଡ ଓ କୁଖ୍ୟାତ ମଦ ମାଫଆ ସହ ଲାଞ୍ଚ କାର ବାର ଫୋଟ ଉତଳନ କରିଥିଲେ। ତୁରନ୍ତ ଏ ବିଷୟରେ ଆମ ପ୍ରତିନିଧି ନୟାଗଡ଼ ଏସପି ଙ୍କୁ ଯୋଗାଯୋଗ କରିଥଲେ।ସେ କହିଛନ୍ତି ଏହି ଟଙ୍କା କିଏ ନେଉଥିଲା କାହାପାଇଁ ଯାଉଥିଲା ।ହୋମଗାର୍ଡ କୁ କିଏ ପଠାଉ ଥିଲା ଲାଞ୍ଚ ଟଙ୍କା ପାଇଁ । ଏ ବିଷୟରେ ତଦନ୍ତ କରାଯିବ।

Comments
Loading...