ଉତ୍ସାହିତ ହୋଇ କୁନି କୁନି ପିଲାମାନେ ନେଲେ ଟୀକା

ନୟାଗଡ଼: (କୋଶଲ ନ୍ୟୁଜ୍) ନୟାଗଡ ଜିଲ୍ଲା ନୁଆଗାଁ ବ୍ଳକ ମାଳିସାହୀ ଅଙ୍ଗନାବାଡି 2 ରେ ଆଜି ଦେଖିବାକୁ ମିଳିଛି କୁନି ପିଲା ମାନଙ୍କର ମାସୀକ ଟୀକାଦାନ କାର୍ଯ୍ୟକ୍ରମ ପ୍ରତ୍ୟେକ ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥିବା ମହିପୁର ଗୋଷ୍ଠୀସ୍ବାସ୍ଥ୍ୟ କେଦ୍ର ଆଧିକାରୀ ସୂଚନା ଦେଇଛନ୍ତି ।ଏହି ଟୀକାଦାନ କାର୍ଯ୍ୟକ୍ରମ ଛୋଟ ଛୋଟ ପିଲା ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟକାରୀ କରାଯାଇଛି ବୋଲି ସେ କହିଥିଲେ ।

Comments
Loading...