ନବନିର୍ମିତ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଉଦ୍‌‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଲଖନଉ : ନବନିର୍ମିତ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଉଦ୍‌‌ଘାଟିତା ଶନିବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲ୍ମିକୀ ବିମାନ ବନ୍ଦର ଉଦ୍‌‌ଘାଟନ କରିଛନ୍ତି। ମାତ୍ର ୨୦ ମାସରେ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ହୋଇଛି।
ସୂଚନା ଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଉତ୍ତରପ୍ରଦେଶର ପୁନର୍ବିକଶିତ ଅଯୋଧ୍ୟା ଧ୍ୟାମ ଷ୍ଟେସନରୁ ୨ଟି ଅମୃତ ଭାରତ ଓ ୬ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହି ନୂଆ ଅମୃତ ଭାରତ ଟ୍ରେନ ଦରଭଙ୍ଗା-ଅଯୋଧ୍ୟା-ଆନନ୍ଦ ବିହାର ଟର୍ମିନାଲ ଅମୃତ ଭାରତ ଏକ୍ସପ୍ରେସ ଏବଂ ମାଲଦା ଟାଉନ-ସାର ଏମ ଵିଶେସ୍ୱାରାୟ ଟର୍ମିନସ ଅମୃତ ଭାରତ ଏକ୍ସପ୍ରେସ ଭାବେ ଚଳାଚଳ କରିବ।

Comments
Loading...