କଳାହାଣ୍ଡି ବେଲଖଣ୍ଡି ଧବଳେଶ୍ୱର ପୀଠରେ ରେ କୋଶଲ ନ୍ୟୁଜ୍ ର ଶୁଭାରମ୍ଭ

କଳାହାଣ୍ଡି ର ପ୍ରସିଦ୍ଧ ସପ୍ତମାତୃକା ଶୈବ ପୀଠ ବେଲଖଣ୍ଡି ରେ ପବିତ୍ର କାର୍ତିକ ପୁର୍ଣିମା ଦିନ କୋଶଲ ନ୍ୟୁଜ୍ ର ଶୁଭାରମ୍ଭ ହେଇଯାଇଛି.
ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜୁ ଛାତ୍ର ଜନତା ଦଳ ର କାର୍ଯ୍ୟକାରୀ ସଭାପତି ଅଭିନାଶ ଠାକୁର, ସମ୍ମାନିତ ଅତିଥି ଭାବେ ଅଂଚଳର ଜଣାଶୁଣା ସମାଜସେବୀ ମନୋଜ ପଟ୍ଟନାୟକ,ବିଜୁ ଛାତ୍ର ଜନତା ର ଜିଲ୍ଲା ସଭାପତି ଅଜିତ କୁମାର ସାହୁ, ସ୍ବେଛାସେବୀ ସିନୁ ବେହେରା ଏବଂ ସାମ୍ବାଦିକ ରୋହିତ କୁମାର ସାହୁ ଉପସ୍ଥିତ ଥିଲେ. କରୋନା ମହାମାରୀ କୁ ଆଖିଆଗରେ ରଖି ସମସ୍ତେ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିଥିଲେ।
ଶେଷ ରେ ଚେନାଲ ର ମୁଖ୍ୟ ପରିଚାଳକ ବୁଦ୍ଧେଶ୍ୱର ଚୌଧୁରୀ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ଶେଷ କରିଥିଲେ।
ପ୍ରଶାନ୍ତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିବା ସହିତ ବହୁତ ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ, ଦୀପକ ଚୌଧୁରୀ, ଚୁଡାଚାନ୍ଦ ବଗର୍ତ୍ତୀ, ସହଯୋଗ କରିଥିଲେ।
Comments
Loading...