ଖରିଆର ମିଶନହସ୍ପିଟାଲକୁ ଫେରିଲା କରୋନା

ଖରିଆର :-ନୂଆପଡା ଜିଲ୍ଲା ଖରିଆର ମିଶନହସ୍ପିଟାଲକୁ କରୋନା ଫେରିଛି l କେତେଜଣ କରୋନା ପୋଜେଟିବ ଚିହ୍ନଟ ହୋଇଛନ୍ତି l ଏହାକୁ ନେଇ ସାଧାରଣ ରେ ଭୟର ବାତାବରଣ ସୃଷ୍ଟି ହୋଇଛି l କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ପ୍ରଶାସନିକସ୍ତରରେ କୌଣସି ଉଦ୍ୟମ କରାଯାଉ ନଥିବାରୁ ଆଗାମୀ ଦିନରେ ଅଧିକ ସଂକ୍ରମଣ ହେବା ଆଶଙ୍କା ସୃଷ୍ଟି ହୋଇଛି l

Comments
Loading...