Browsing Category
ବ୍ୟବସାୟ
ଆଜିଠୁ ପେଟ୍ରୋଲ, ଡିଜେଲ ସହ ଏହା ଲୋଡିଂ ବନ୍ଦ, ଓଡ଼ିଶା ମୋଟର ମହାସଂଘର ଆନ୍ଦୋଳନ – ଓଡ଼ିଶା ପରିବହନ ଶ୍ରମିକ ମହାସଂଘର…
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ ରନ୍ ନୂତନ ଆଇନକୁ ବିରୋଧ। ସୋମବାରଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ। ତେଲ ଡିପୋରୁ!-->…
Read More...
Read More...
କମିଲା ସୁନା ଓ ରୂପା ଦାମ
ନୂଆଦିଲ୍ଲୀ – ଦେଶର ରାଜଧାନୀ ଦିଲ୍ଲୀରେ ଗହଣା ବଜାରରେ ସୁନା ଓ ରୂପା ଦର ଶନିବାରରେ ହ୍ରାସ ପାଇଛି । ଜାନୁଆରୀ ୬ ତାରିଖରେ ସୁନା ଏବଂ ରୂପା ଦର ହ୍ରସ ପାଇଥିବା ସୂଚନା!-->…
Read More...
Read More...
ନୂଆବର୍ଷରେ ମହଙ୍ଗା ମାଡ: ଟିଭି ଦେଖିବାକୁ ଦେବାକୁ ପଡିପାରେ ଅଧିକ ମୂଲ୍ୟ
ନୂଆଦିଲ୍ଲୀ: ନୂଆବର୍ଷରେ ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ | ଆପଣଙ୍କ ମନପସନ୍ଦର ଧାରାବାହିକ ସହ ରିୟାଲିଟି ସୋ ଦେଖିବାକୁ ଟିଭି!-->…
Read More...
Read More...
ଲୋହିତ ସାଗର ଜାହାଜ ଉପରେ ଆକ୍ରମଣ ବନ୍ଦ କର, ନଚେତ ପରିଣାମ ଭୋଗିବ: ହାଉତୀକୁ ସତର୍କ କଲା ଆମେରିକା
ୱାସିଂଟନ୍: ଲୋହିତ ସାଗରରେ ଯାତାୟାତ କରୁଥିବା ଜାହାଜଗୁଡ଼ିକ ଉପରେ ଆକ୍ରମଣ ବନ୍ଦ ନ କଲେ ସାମରିକ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବ ବୋଲି ବୁଧବାର ଦିନ!-->…
Read More...
Read More...
ଆଉ ନାହାନ୍ତି ମସଲାର ରାଜା ମହାସାଦ ଧର୍ମପାଲା, ୯୮ ବୟସରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି
ମସାଲା କିଙ୍ଗ ନାମରେ ଜଣାଶୁଣା ଏମ ଡି ଏଚ୍ ର ମାଲିକ ମହାଶେ ଧରାମପାଲ ଗୁଲାଟିଙ୍କର ଆଜି ସକାଳେ ଦେହାନ୍ତ ହୋଇଛି | ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। କୁହାଯାଉଛି ଯେ…
Read More...
Read More...