ବଲାଙ୍ଗୀର ଜିଲ୍ଲା ର ବିଶିଷ୍ଟ ସୁନା ବ୍ଯବସାୟୀ ତଥା ବଣିକ ସଂଘର ସଭାପତି ତ୍ରିପୁରାରି ପାଣିଗ୍ରାହୀ ଙ୍କ ସନ୍ଧେହଜନକ ମୃତ୍ୟୁ

ବଲାଙ୍ଗୀର :- ସଦର ଥାନା ଅର୍ନ୍ତଗତ ଖୁଜେନ୍ ପାଲି ରେଳ ଧାରଣାରୁ ମୃତ ଦେହ ଆଜି ଭୋର ସକାଳୁ ପୋଲିସ ଜବତ୍ କରିଛି। ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Comments
Loading...