ସ୍କୁଲ ସାମ୍ନା ରୁ ମଇଳା ଆବର୍ଜନା ସଫା କଲେ ଯୁବ ଗୋଷ୍ଠୀ

ନୂଆପଡା ( କୋଶଲ ନ୍ୟୁଜ୍) ଭୂଲିଆସିକୁଆ ପ୍ରାଥମିକ ବିଦ୍ୟାଲୟ ପାଲଟିଛି ର୍ନବ୍ଦମା ର ଅଲିଆଗଦା ଲକଡାଉନ ରେ ସଫାକଳେ ଯୁବଗୋଷ୍ଟି ନୂଆପଡା ଜିଲ୍ଲା ଖରିଆର ବ୍ଳକ ଅନ୍ତର୍ଗତ ଭୂଲିଆସିକୁଆଁ ଗ୍ରାମର ପ୍ରାଥମିକ ବିଦ୍ୟାଲୟ ଗେଟ ସାମନା ପାଲଟିଛି ର୍ନବ୍ଦମା ର ଅଲିଆଗଦା।ଗେଟ ସାମନା ରେ ଟିକେ ର୍ବଷା ହେଲାମାତ୍ରେ ର୍ନବ୍ଦମା ର କାଦୁଅ,ପଲିଥିନ ରୋଡ ଉପରକୁ ପଲାଇଆସି ଜମାହୋଇ ଏକ ଅସ୍ବାସ୍ତକର ପରିବେଶ ସୃଷ୍ଟି ହେବା କାରଣରୁ ବିଦ୍ୟାଲୟ କୁ ଜିବାପାଇଁ ଛାତ୍ର ଛାତ୍ରୀ ଙ୍କୁ ଅସୁବିଧା ହେଉଛି।କିଛିଦିନ ତଳେ ପଞ୍ଚାୟତ ର୍ନବ୍ଦମା ସଫାକରିଥିଲେ ହେଲେ ଯେମିତି ଥିଲା ସେମିତି ଅଛି।ଏହାଦେଖି ଯୁବଗୋଷ୍ଟି ଲକଡାଉନ ସମୟରେ ର୍ନବ୍ଦମା ସଫା କରିଛନ୍ତି।

Comments
Loading...