ବିଶୁଦ୍ଧ ପାଣି ପିଇ କିଡ୍ନୀ ରୋଗରେ ପୀଡ଼ିତ ଅଧା ନିଲଜି ପଂଚାୟତ ର ନାଏକପଢ଼ା ବାସୀ

ନୂଆପଡା (କୋଶଳ ନ୍ୟୁଜ)ନୂଆପଡ଼ାଜିଲ୍ଲା ସିନାପାଲି ବ୍ଲକ ନିଲଜି ପଞ୍ଚାୟତ ର ଡଙ୍ଗରିପଡ଼ା(ନାଏକପଡା) ରେ ପ୍ରାୟ 100 ରୁ ଉର୍ଦ୍ଧ୍ବ ଲୋକମାନେ ବସବାସ କରନ୍ତି।ଏହି ଗାଁ ରେ water suplay ପାଣି ଦିଆ ଯାଉ ନ ଥିବାରୁ ଗାଁ ଲୋକେ ନଲ କୂପ ର ମଇଳା ଏବଂ ଗୋଳିଆ ପାଣି ପିଇବା ପାଇଁ ବାଧ୍ୟ ହୋଇଛନ୍ତି।ଫଳରେ ଗୋଳିଆ ଏବଂ ଫ୍ଲୋରାଇଡ଼ ପାଣି ପିଇବା ଦ୍ୱାରା କିଡ୍ନୀ ଏବଂ ପରିସ୍ରା ଇଂଫେକ୍ସନ ଭଳି ବିଭିନ୍ନ ରୋଗରେ ପଢି ମୃତ୍ୟୁବରଣ ବରଣ ମଧ୍ୟ କଲେଣି।ନାୟକପଢ଼ାର 3 ଜଣ କୀଡ୍ନୀ ରୋଗରେ ପଡ଼ି ମୃତ୍ୟୁବରଣ ମଧ୍ୟ କଲେଣି ଏବଂ 4ରୁ5ଜଣ ବ୍ୟକ୍ତି କିଡ୍ନୀ ରୋଗରେ ପଢ଼ି ଶଯ୍ୟା ସାୟୀ ହୋଇ ପଢ଼ିଛନ୍ତି।ସେ ମାନଙ୍କର କୌଣସି ଆର୍ଥିକ ଟଙ୍କା ପଇସା ନ ଥିବାରୁ ଚିକିତ୍ସା ପାଇଁ ମଧ୍ୟ ବାଧକ ସାଜୁଛି।କେନ୍ଦ୍ର ଏବଂ ରାଜ୍ୟସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି।କିନ୍ତୁ ତାହା ପ୍ରଶାସନ ର ଅଣ ଦେଖା ହଉକି କୌଣସି ତ୍ରୁଟି ଯୋଗୁ ସଫଳ ହୋଇପାରିନି ତାହା ପ୍ରଶ୍ନ ଉଠୁଛି।କିନ୍ତୁ ଦୀର୍ଘ 50ରୁ 60 ବର୍ଷ ହେଲା ନାୟକପଢ଼ା ରେ ଲୋକମାନେ ବସବାସ କରୁଛନ୍ତି।ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।କୌଣସି ସୂତ୍ର ରୁ ଖବର ପାଇ ଆମ ପ୍ରତିନିଧି ପହଞ୍ଚିଥିଲେ ଓ ପାଣିର ଅସୁବିଧା ବିଷୟରେ ଗ୍ରାମବାସି ଙ୍କୁ ପଚାରି ବୁଝିଥିଲେ।ସିନାପାଲି ଗୋଷ୍ଟିଉନ୍ନୟନ ଅଧିକାରୀ ଙ୍କୁ ସାକ୍ଷ୍ୟତ କରି ନିଲଜି ପଞ୍ଚାୟତ ର ନାୟକପଢ଼ାର ପିଇ ବା ପାଣି ର ବିଷୟରେ ବୁଝୁଥିଲେ।କିନ୍ତୁ ଗୋଷ୍ଟିଉନ୍ନୟନ ଅଧିକାରୀ ଙ୍କୁ ପଚାରି ବାରୁ କହିଲେ କୌଣସି ସରକାର ତରଫରୁ ବର୍ଷା ଦିନେ ଟେଙ୍କର ସାହାଯ୍ୟରେ ଦେଇ ହେବନାହିଁ ବୋଲିକହିଥିଲେ।କିନ୍ତୁ ଅମପ୍ରତିନିଧି ଅଜିତ ବେହେରା ସିଧାସଳଖ ନୂଆପଡ଼ା ଜିଲ୍ଲାପାଳ ସ୍ୱଦ୍ଧା ଦେବି ସିଂ ଙ୍କ ସହିତ ଫୋନ ମାଧ୍ୟମରେ କଥା ହେଇ ନାୟକପଢ଼ାର ପାଣିର ଅସୁବିଧା ବିଷୟରେ ଜଣେଇଥିଲେ, ଜିଲ୍ଲାପାଳ ମହୋଦୟା ସ୍ୱଦ୍ଧା ଦେବି ସିଂ କହିଛନ୍ତି ଯେ ଏକ ରୁ ଦୁଇଦିନ ମଧ୍ୟରେ ଟେଙ୍କର ସାହାଯ୍ୟରେ ପିଇବା ପାଣି ନିଲଜି ପଞ୍ଚାୟତ ର ନାୟକପଢ଼ାର ଗ୍ରାମବାସୀ ଙ୍କୁ ଦିଆ ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଆଗାମୀ ଦିନରେ suplay ପାଣିର ବ୍ୟବସ୍ତା କରାଯିବ ବୋଲି ମଧ୍ୟ ଜିଲ୍ଲାପାଲ କହିଛନ୍ତି।ଯଦି ସରକାର ତରଫରୁ ନିଲଜି ପଞ୍ଚାୟତ ର ନାୟକପଢ଼ା କୁ ୱାଟର ସପ୍ଲାଇ ସାହାଯ୍ୟରେ ପିଇବା ପାଣି ଯୋଗେଇ ଦେଲେ ଗ୍ରାମବାସୀ ସୁସ୍ଥ ରହିବେ ବୋଲି ଗ୍ରାମବାସୀ କହିଛନ୍ତି।

Comments
Loading...