ବନ୍ ଘେରା ପାହାଡ଼ ଭିତରେ ଝାଟି ମାଟି କୁଟିଆ ରେ ଫଗନୁ ମାଝୀ ଙ୍କ ବିତୁଛି ଦିନ

ନୂଆପଡ଼ା (କୋଶଲ ନ୍ୟୁଜ୍) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ପଂଚାୟତ ସ୍ଥିଥିତ ଡ଼ୁମେରପଡାର (ସlଗୁନପଡା)ରେ ଏକ ଅଭାବନିୟ ଦୃଶ୍ୟ ଦେଖି ବାକୁ ମିଳୁଛି,
ସ୍ୱାଧୀନତା ର 74 ତମ ବର୍ଷ ବିତି ଯାଇ ଥିଲେ ମଧ୍ୟ୍ୟ ଲୋକେ ମୋଲିକ ଅଧିକାର ରୁ ଏବେ ବି ବଞ୍ଚିତ, ଏହା ହେଉଛି ସରକାର ଙ୍କର ବିଭିନ୍ନ ଯୋଜନା ର ବାସ୍ତବ ଚିତ୍ର, ନା ଅଛି ପିଇବା ପାଇଁ ପାଣି ନା ଅଛି ଚାଲିବା ପାଇଁ ରାସ୍ତା, ନା ବିଜୁଳି, ନା ଅଛି ମୁଁଣ୍ଡ ଗୁଞ୍ଜି ବା ପାଇଁ ଘର ଖଣ୍ଡେ, ବନ ଘେରା ପାହାଡ଼ ମଧ୍ୟ୍ୟ ରେ ହିଂସ୍ର ଜନ୍ତୁ ଙ୍କ ଚରା ଭୁଇରେ ଝାଟି ମାଟି ତିଆରୀ କୁଟିଆ ରେ ଦୁଇ କୁନି ଛୁଆଁ ଓ ସ୍ତ୍ରୀ ଙ୍କର ସହିତ ବାସ କରୁଛନ୍ତି ଆଦିବାସୀ ଫଗନୁ ମାଝୀ, ସତରେ ଆଦିବାସୀ ଙ୍କ ଜୀବନ ଏକ ସଂଘର୍ଷ ମୟ ଜୀବନ, ସରକାର ଆଦିବାସୀ ମାନଙ୍କ ପାଇଁ ଯୋଜନା ଉପରେ ଯୋଜନା କରି ଡ଼ିଡ଼ିମ୍ବ ପିଟୁ ଥିବା ବେଳେ ଏଠାରେ ଫେଲ ମାରିଛି ସରକାର ଙ୍କର ଯୋଜନା, କୁହlଯାଏ ଆଦିବାସୀ ମାନଙ୍କ ଉନ୍ନତି ପାଇଁ ସରକାରୀ ସ୍ୱତନ୍ତ୍ର ଯୋଜନା ହୋଇ ଥାଏ ବୋଲି , ହେଲେ ଫଗନୁ ମାଝୀ ଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ନାହିଁ, ବାରମ୍ବାର ସ୍ଥାନିୟ ସରପଞ୍ଚ ଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ, ତୁରନ୍ତ ସରକାର ଫଗନୁ ମାଝୀ ଙ୍କୁ ଯୋଜନାରେ ସାମିଲ କରିବା ପାଇଁ ଜନ ସାଧାରଣ ରେ ଦାବି ହେଉଛି lଦେଖିବାକୁ ବାକୀବରହିଲା ଖବର ପ୍ରସାରଣ ହେଲା ପରେ ପ୍ରଶାସନ କେତେ ତପ୍ତରତା ଦେଖାଉଛି।

Comments
Loading...