ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ କାର୍ଯ୍ୟାଳୟ କଲମପୁର ଛକ ଗାୟତ୍ରୀ ମନ୍ଦୀର ପାଖକୁ ସ୍ଥାନାନ୍ତର

ଜୁନାଗଡ଼,୧୯/୪.(କୋଶଲ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଆମ୍ବଗଛ ପଡ଼ାରେ ଥିବା ଆଶୀର୍ବାଦ ମାଇକ୍ରୋ ଫାଇନାନ୍ସ କାର୍ଯ୍ୟାଳୟ କଲମପୂର୍ ଛକ ଗାୟତ୍ରୀ ମନ୍ଦୀର ପାଖ ରଞ୍ଜିତ କୁମାର ସାହୁଙ୍କ ଘରେ ସ୍ଥାନାନ୍ତର ହୋଇଛି। ପୂର୍ବରୁ ରଶ୍ମି ଟେଲର ପାଖ ଆମ୍ବଗଛ ପଡ଼ାରେ ରହିଥିଲା ଏହି ଫାଇନସ କାର୍ଯ୍ୟାଳୟ, ଗ୍ରାହକଙ୍କ ଯିବା ଆସିବା ଓ ନୂତନ ଖାତାଧିକାରୀଙ୍କୁ ଅସୁବିଧା ହେଉଥିବା ହେତୁ ଜନ ସାଧାରଣଙ୍କ ସୁବିଧା ପାଇଁ ଉକ୍ତ ମାଇକ୍ରୋ ଫାଇନାସର ଏରିଆ ମ୍ୟାନେଜର ଓ ବ୍ରାଞ୍ଚ ମ୍ୟାନେଜର ଓ ଆସିଷ୍ଟାଣ୍ଟ ବ୍ରାଞ୍ଚ ମ୍ୟାନେଜରଙ୍କ ନେତୃତ୍ବରେ ସ୍ଥାନାନ୍ତର ହୋଇଛି। ଏହି ଆଶିର୍ବାଦ ମାଇକ୍ରୋ ଫାଇନାନ୍ସ ବ୍ରାଞ୍ଚ ସ୍ଥାନାନ୍ତରକୁ ନେଇ ଏରିଆ ମ୍ୟାନେଜର ଶ୍ରୀ ଦିଲ୍ଲୀପ କୁମାର ସେନାପତି ପ୍ରକାଶ କରିଛନ୍ତି।

Comments
Loading...