ବୌଦ୍ଧ ଜିଲ୍ଲାର ଆମ୍ବୁଡ଼ସମେନ ହେଲେ ଦିଲୀପ କୁମାର ମହାପାତ୍ର

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ବରିଷ୍ଠ ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର ଙ୍କୁ ଆମ୍ବୁଡ଼ସମେନ ଭାବରେ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି | ଶ୍ରୀଯୁକ୍ତ ମହାପାତ୍ର ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କୁ ନିଜର ଜଏନିଂ ରିପୋର୍ଟ ଦେଇଛନ୍ତି | ସରକାର ଙ୍କ ବିଭିନ୍ନ ଯୋଜନା ଗୁଡିକ ସ୍ୱଚ୍ଛତା ଏବଂ ତତ ସମ୍ପର୍କରେ ଅଭିଯୋଗ କରିବା ପାଇଁ ସୁପାରିଶ କରିପାରିବେ | ସେ ବୌଦ୍ଧ ବାର ରେ ଦୀର୍ଘ 25 ବର୍ଷ ଆଇନ ଜିବୀ ଭାବେ କାର୍ଯ୍ୟ କରିଛନ୍ତି | ତାଙ୍କର ଘର ବୌଦ୍ଧ ବଗିଚା ସାହିରେ ଅଟେ |

Comments
Loading...