ଖପ୍ରାଖୋଲ ସି.ଆର.ପି.ଏଫ ତରଫରୁ ଗନ୍ଧମାର୍ଦ୍ଦନ ପାହାଡ଼ରେ କମ୍ବିଙ୍ଗ ଅପରେସନ ଜୋରଦାର

ପାଟଣାଗଡ ୧୧/୦୪(କୋଶଲ ନ୍ୟୁଜ୍) : ଖପ୍ରାଖୋଲ ସି.ଆର.ପି.ଏଫ ଏ/୧୮୯ ଓ ଏଫ/୧୮୯ ଦୁଇଟି କମ୍ପାନୀ ତରଫରୁ ଗନ୍ଧମାର୍ଦ୍ଦନ ପାହାଡ଼ ରେ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଜୋରଦାର କମ୍ବିଙ୍ଗ ଅପରେସନ ଚାଲିଥିବା ଜଣା ପଡିଛି । କମ୍ବିଙ୍ଗ ଅପେରସନ କୁ ସି.ଆର.ପି.ଏଫ ୧୮୯/ବିଏନ କମାଣ୍ଡେଣ୍ଟ ପ୍ରଶାନ୍ତ କୁମାର ସାହୁ ନେତୃତ୍ୱ ନେଇଥିଲେ ଓ ସି.ଆର.ପି.ଏଫ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଲକ୍ଷବିନ୍ଦର ସିଂ ଏବଂ ଅନ୍ୟାନ୍ୟ ସି.ଆର.ପି.ଏଫ ଯବାନ ମାନେ କମ୍ବିଙ୍ଗ ଅପରେସନ ରେ ଭାଗ ନେଇଥିଲେ ।

Comments
Loading...