ବିଜେଡିର ମିଶ୍ରଣ ପର୍ବରେ ବହୁ ବିଜେପି କର୍ମୀ ହେଲେ ସାମିଲ

ନବରଙ୍ଗପୁର ( କୋଶଳ ନ୍ୟୁଜ ) ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମେଣ୍ଟ୍ରି ପଞ୍ଚାୟତ ର ବହୁ ସଂଖ୍ୟାରେ ବିଜେପି କର୍ମୀ ବିଜେଡ଼ିରେ ଯୋଗ ଦେଇଥିଲେ । ଏହି ଅବସରରେ ମାନ୍ୟବର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ ଙ୍କ ସହ ବିଧାୟକ ପ୍ରାର୍ଥୀନୀ ଶ୍ରୀମତୀ କୌଶଲ୍ୟା ପ୍ରଧାନୀ ସମେତ ଜିଲ୍ଲା ଉପସଭାପତି ରବି ପଟ୍ଟନାୟକ, ନଦାହାଣ୍ଡି ବ୍ଳକ ସଭାପତି ଦୟା ବିଷୋୟୀ ,ଜିଲ୍ଲା ପରିଷଦ ସଭ୍ଯ ଅରୁଣ ମିଶ୍ର,ନବରଙ୍ଗପୁର ପୌର ଉପାଧ୍ୟକ୍ଷା ଶ୍ରୀମତୀ ସୌମ୍ୟା ମହାପାତ୍ର, ନଗର ସଭାପତି ପ୍ରମୋଦ ରଥ,କୋରାପୁଟ ଜିଲ୍ଲା ଜୋନ୍ ଯୁବ ଜନତା ଦଳର ସଭାପତି ତାପସ ତ୍ରିପାଠୀ, ସୁନିଲ ସାହୁ ,ଜିଲ୍ଲା ସଂପାଦକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଭୀମ ହରିଜନ,କାଉନସିଲର ନଗେନ୍ଦ୍ର ପଟ୍ଟନାୟକ ,ଅଲେଖ ସୌରା ,କେଶବ ରାଜୁ ,କୁନା ପଣ୍ଡା,ରାଜା ରେଡ୍ଡୀ, କୁନା ପାଢୀ, ନନ୍ଦ ନାୟକ, ନଗର ଯୁବ ସଭାପତି ସୂର୍ଯ୍ୟକାନ୍ତ ଲେଙ୍କା ,ଆଷିଶ ଖଣ୍ଡପାନ,ସଞୟ ନାୟକ ପ୍ରମୂଖ ଉପସ୍ଥିତ ଥିଲେ।

Comments
Loading...