କାଲି ଭାସିଯାଇଥିଲେ: ଆଜି ମିଳିଲା ମୃତ ଦେହ

ଜଗତସିଂହପୁର (କୋଶଲ ନ୍ୟୁଜ) ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ୍ ବ୍ଳକ୍ କନିମୂଳ ପଞ୍ଚାୟତର ପାରିଲଙ୍କାପଡା ଗ୍ରାମର ତ୍ରୀଲୋଚନ ଦାସ୍ ନାମକ ଜଣେ ବ୍ୟକ୍ତି ଗତକାଲି ଅପରାହ୍ନରେ ପାଇକା ନଦୀ ପାର୍ ହେବା ସମୟରେ ଭାସିଯାଇ ନିଖୋଜ୍ ଥିଲେ ଆଜି ତାଙ୍କର ମୃତ ଦେହ କୁକୁର୍ ଡିଆ ସରଳି ଠାରେ ଅପରାହ୍ନ ୩ଟା ସମୟରେ ମୃତ ଦେହ ଉଦ୍ଧାର ହେଇଛି ଗତକାଲି ତିର୍ତ୍ତୋଲ୍ ଓ କୋରୁଆ ଅଗ୍ନିଶମ ସୋବା ବାହିନୀ ଘଟଣା ସ୍ତଳରେ ପହଛୀ ପାଇକା ନଦୀରେ ଖୋଜା ଖୋଜି କରିଥିଲେ ମଧ୍ୟ ତ୍ରୀଲୋଚନ ଦାସଙ୍କ କୋୖଣସି ପତ୍ତା ମିଳିନଥିଲା ତେବେ ଆଜି ସକାଳୁ ପୁଣି ଖୋଜା ଖୋଜି ଚାଲିଥିଲା ହେଲେ ଅପରାହ୍ନ ୩ଟା ସମୟରେ ତ୍ରୀଲୋଚନଙ୍କର ମୃତ ଦେହକୁ କୋରୁଆ ଅଗ୍ନିଶମ ସେବା କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର ହେଇଛି ମୃତ ଦେହକୁ ବ୍ୟବଛେଦ ପାଇଁ ପଠେଇ ଦିଆଯାଇଛି

Comments
Loading...