ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ବୃଦ୍ଧି

ଜଗତସିଂହପୁର:( କୋଶଲ ନ୍ୟୁଜ୍) ଆଜି ମାନବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା 126 ରୁ 300 କୁ ବୃଦ୍ଧି କରାଯାଇଛି । କରନା ର ସଂକଣ୍ଟ ସମୟରେ ଏହି ନିଷ୍ପତିରେ ଜିଲ୍ଲା ବାସୀ ଉପକୃତ ହେବେ ବୋଲି ଜଣାପଡିଛି । ତା ସହ ବହୁ ଲୋକଙ୍କ ଏହା ଦ୍ୱାରା ଉପକୃତ ହେବେ ବୋଲି ମଧ୍ୟ ଆଶା କରାଯାଉଛି ।

Comments
Loading...