କୋରନା ରେ ର୍କମଚାରୀ ମୃତ

ଜଗତସିଂହପୁର : (କୋଶଲ ନ୍ୟୁଜ୍) ପାରାଦ୍ୱୀପ ଇଷ୍ଟେଟ ବିଭାଗରେ କାର୍ଯ୍ୟରତ ମାନସ ରଞ୍ଜନ ସାହୁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ନୂଆବଜ଼ାର ସ୍ଥିତ ନିଜ ବାସଭବନରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ସକାଳୁ ଶ୍ବlସକ୍ରିୟା ଜନିତ ସମସ୍ୟା ଉପୁଯିବାରୁ ତାଙ୍କର ମୃତ୍ୟୁ ଘଟିଛି, ମୃତ୍ୟୁ ବେଳକୁ ତାଙ୍କୁ 40ବର୍ଷ ବୟସ ହୋଇଥିଲା,ସେ ଜଣେ ମିଷ୍ଟଭାଷୀ ଓ ପରୋପକlରୀ ବ୍ୟକ୍ତି ଥିଲେ, ତାଙ୍କ ମୃତ୍ୟୁ ଖବର ଶୁଣି ଇଷ୍ଟେଟ ବିଭାଗ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଥିଲା.

Comments
Loading...