ପୋଡସି ଯୁବ ସଂସଦର କାର୍ଯ୍ୟ କ୍ରମ ଓ ସ୍ଵାଧୀନତା ର ପ୍ରଦେଶ ଅମୃତ ଦିବସ

ଅନୁଗୋଳ ମାରୱାଡ଼ି ଯୁବ ମଂଚ ଠାରେ ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ତା ୧୩/୦୩/୨୦୨୧ ଦିବା ୧୧.୩୦ ସମୟରେ ପଡୋଶୀ ଯୁବ ସଂସଦ ସ୍ଵାଧୀନ ତା ର ୭୫ ତମ ସଂଗ୍ରାମୀ ମାନଙ୍କ ଅମୃତ ଦିବସ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ଏହି ମୁଖ୍ୟ କାର୍ଯ୍ଯ କ୍ରମ ରେ ଅତିଥି ଭାବରେ ଶ୍ରୀ ମୋନଜ କୁମାର ମହ।ପାତ୍ର ପ୍ରବନ୍ଧକ ବିଶ୍ଵ ଯୁବ କେନ୍ଦ୍ର ଅନୁଗୋଳ ଅବସର ପ୍ରାପ୍ତ ପ୍ରଫେସର ଶ୍ରୀ ସାନ୍ତୁନୁ କୁମାର ସାର୍ ଅନୁଗୋଳ ସମାଜ ସେବୀ ଶ୍ରୀ ସୁଶାନ୍ତ କୁମାର ତ୍ରପାଠୀ ଧରିତ୍ରୀ ସାମ୍ବାଦିକ ଶ୍ରୀ ଦିନେଶ ଦେହୁରୀ ଅନୁଗୋଳ କାର୍ଯ୍ୟ କ୍ରମ ରେ ଉପସ୍ଥିତ ଥିଲେ ।ଏହି ଅବସର ରେ ସମସ୍ତ ବ୍ଲକ୍ ର କ୍ଲୋବ ସଦସ୍ୟ ଚାଇଲ୍ଡ ଲାଇନ ର ସଦସ୍ୟ ମାନେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟ କ୍ରମ ର ମୁଖ୍ୟ ଲକ୍ଷ୍ୟ ପଡୋଶୀ ଯୁବ ସଂସଦ ର କାର୍ଯ୍ୟ ସ୍ଵାଧୀନ ତା ର ଅମୃତ ଦିବସ ଓ ୭୫ ତମ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟ କ୍ରମ ରେ ଜାତିର ପିତା ମହାତ୍ମା ଗାନ୍ଧୀ ସୁବାସ ଚନ୍ଦ୍ର ବୋସ ଜବାହର ଲାଲ ନେହେରୁ ଦେଶର ସଂଗ୍ରାମି ମାନଙ୍କ ଜୀବନୀ ବିଷୟରେ ଆଲୋକପାତ କରାଯାଇଥିଲା ।ଏହି ପରୀକ୍ଷଣ ରେ ବର୍ଷା ଜଳର ପରାମର୍ଶ ସ୍ୱଚ୍ଛ ତା ପରିଷ୍କାର ପରିଚ୍ଛନ୍ନ ତା ସାମାଜିକ ସମସ୍ୟା ଆଦିର ଅତିଥି ମାନେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟ କ୍ରମ କୁ ନେହେରୁ ଯୁବ ସଂଗଠନ ର ସଯୋଜୋକ ଶ୍ରୀ ପ୍ରଦୀପ କୁମାର ହିମାଲିନି ଜେନା ଓ ନେହେରୁ ଯୁବ ସଂଗଠନ ର ସମସ୍ତ ବ୍ଲକ୍ ର ସ୍ବେଛାସେବୀ କାର୍ଯ୍ଯ କ୍ରମ ରେ ଉପସ୍ଥିତ ରହି କାର୍ଯୟକ୍ରମ କୁ ପରିଚାଳନା କରିବାରେ ସହାୟକ ହୋଇଥିଲେ ।

Comments
Loading...