ପୋକ ସାଲୁବାଲୁ ବ୍ୟକ୍ତି ଙ୍କୁ ଉଦ୍ଧାର କଲେ କିନ୍ନର ଚିନ୍ମୟୀ ଦାସ

ଅନୁଗୋଳ: (କୋଶଲ ନ୍ୟୁଜ )ଅନଗୁଳ ଜିଲ୍ଲା ଲକ୍ଷ୍ମଣପୁର ଗ୍ରାମ ପୁରୁଣାକୋଟ ଥାନାର ବିରଞ୍ଚି ବେହେରା (45)କିଛି ଦିନ ତଳେ ବାତ ମାରିବାରୁ ଡାହାଣ ହାତ ସମ୍ପୂର୍ଣ ପୋଡି ଯାଇଥିଲା ଉପଯୁକ୍ତ ଚିକିତ୍ସା ଅବହେଳା ରୁ ହାତ ଟି ପଚି ସଢ଼ି ଯାଇ ପୋକ ହୋଇଯାଇଥିଲା ଖବର ପାଇ ଚିନ୍ମୟୀ ସଂଗେ ସଂଗେ ପହଂଚି ପୋକ କୁ ପରିଷ୍କାର କରି ବ୍ୟାଣ୍ଡେଜ କରିଥିଲେ

108ଆମ୍ବୁଲାନ୍ସ ଡାକି ଅନଗୁଳ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ, ସୂଚନା ଥାଉ କି, ବିରଞ୍ଚି ବେହେରା ଙ୍କର କେହି ନାହାନ୍ତି କେବଳ ଗ୍ରାମବାସୀ ଥିଲେ ଭରଷା ।

Comments
Loading...