ଚାଇଲ୍ଡ ଲାଇନ ଦ୍ଵାରା ବିଲରୁ ଶିଶୁପୁତ୍ର ଉଦ୍ଧାର

ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁକୁଡ଼ା ଙ୍ଗ ଗାଁରେ ଏକ ଅଙ୍ଗନବ।ଡ଼ି କେନ୍ଦ୍ର ନିକଟରେ ଥିବା ନବଜାତ ଶିଶୁ ପୁତ୍ର କୁ ଉଦ୍ଧାର କରିଛି ଚାଇଲଡ, ଲାଇନ ଓ ପ୍ରକାଶ ଯେ ଗତ କାଲି ସକାଳେ କୁକୁଡ଼ାଙ୍ଗ ଗାଁ ର ଜଣେ ସେଇ ଗାଁ ର ନୟନି ନାୟକ ନାମକ ଜଣେ ମହିଳା ଶିଶୁ କୁ ଉଦ୍ଧାର କରି ଅଙ୍ଗନୱାଡ଼ି ଙ୍କୁ ଜନେଇ ଥିଲେ ସୁତ୍ରରୁ ଅଙ୍ଗୱାଡ଼ି ଚାଇଲ୍ଡ ଲାଇନ କୁ କଲ କରି ଜଣାଇଥିଲେ !

ଘଟଣା ସ୍ଥଳରେ ପହଞ୍ଚି ଶିଶୁ ପୁତ୍ର କୁ ଚାଇଲ୍ଡ ଲାଇନ ଦିନ ୧୧ ଟା ରେ ତାକୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ସେ ସୁସ୍ଥ ଥିବା ଜଣା ପଡିଛି ଉଦ୍ଧାର କରି ଶିଶୁ ମଙ୍ଗଳ ଅଧିକାରୀ ଙ୍କୁ ହସ୍ତାନ୍ତର କରିଛି ଚାଇଲ୍ଡ ଲାଇନ ପରବର୍ତ୍ତୀ ସମୟରେ ଆଇନ ଅନୁସାରେ ଶିଶୁ କୁ ଥଇଥାନ କରାଯିବ ବୋଲି ଜଣାପଡିଛି ।

ଅନିରୁଦ୍ଧ ନାୟକ

— ସମ୍ବାଦଦାତା

Comments
Loading...