ବାଲ୍ୟ ବିବାହ ରୋକିଲା ଅନୁଗୋଳ ଚାଇଲ୍ଡ ଲାଇନ

ଅନୁଗୋଳ : ତା ୧୦/୦୩/୨୦୨୧ କିଶୋର ନଗର ବ୍ଲକ୍  ଗ୍ରାମ   ଇଚ୍ଛାପୁର ଏକ ବାଲ୍ୟ ବିବାହ ତା ୧୧/୦୩/୨୦୨୧ ରେ ହେବାର ଥିଲା ତୁରନ୍ତ ଖବର ପାଇ ଅନୁଗୋଳ ଚାଇଲ୍ଡ ଲାଇନ ର ଟିମ୍ ମେମ୍ବର ଅଭିଷେକ ମହାପାତ୍ର ରଶ୍ମିତା ପ୍ରଧାନ କିଶୋର ନଗର ବ୍ଲକ୍ ର  C D P O ଶ୍ରୀମତୀ ସୁବସିନି ମହାଳିକ  ଆଇସିଡିସି ପରିଦୋର୍ଶିତା  ରଶ୍ମିତା ସାହୁ ଅଙ୍ଗନୱାଡ଼ି କର୍ମୀ ପୁଷ୍ପାଞ୍ଜଳି ସାହୁ ହଣ୍ଡପା ଥାନା ଅଧିକାରୀ ବ୍ରହ୍ମାନନ୍ଦ ସାହୁ (Asi)ସମସ୍ତେ ଯାଇ ତାଙ୍କ ଘରକୁ ଯାଇଥିଲେ । ଝିଅଟିର ବୟସ ୧୬ ବର୍ଷ ହେଇଥିଲା ଝିଅଟି କୁ ଓ ପରିବାର ସଦସ୍ୟ ମାନଙ୍କୁ ବାଲ୍ୟ ବିବାହ ନ କରିବାକୁ ବୁଝାଇ ଥିଲେ । ବିଗତ କିଛି ଦିନ ପୂର୍ବରୁ ଅନୁଗୋଳ ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟ ବିବାହ ବନ୍ଦ ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ ସୂଚନା ଦିଆଯାଇଛି । ବାଲ୍ୟ ବିବାହ ହେଉଥିଲେ ଉକ୍ତ ବିବାହ କରିଥିବା ବ୍ରାହ୍ମଣ  ତେଣ୍ଟ ହାଉସ ମାଲିକ ଓ ସହଯୋଗ କରିଥିବା ଲୋକମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟ।ନୁ ଷ୍ଟ।ନ ଗ୍ରହଣ କରାଯିବ ବାଲ୍ୟ ବିବାହ ରକିବାକୁ ପ୍ରତି ପଞ୍ଚାୟତ ରେ ସଚେତନ କାର୍ଯ୍ୟ କ୍ରମ କରାଯାଉଛି ଉକ୍ତ ବିବାହ ରେ ପାରିବା ର ଲୋକ ସରକାରଙ୍କ ସମସ୍ତ ନିୟମ ବିଷୟରେ ଜାଣିବା ପରେ ସେ ମଧ୍ୟ ସମସ୍ତ ଙ୍କ ଉପସ୍ଥିତିରେ ଏକ ଲିଖିତ ଚୁକ୍ତି ନାମ।  ସ୍ୱାକ୍ଷର କଲେ ତାଙ୍କ ଝିଅକୁ ୧୮ ବର୍ଷ ହେଲା ପରେ ବିବାହ କରିବେ  ।

Comments
Loading...