କୁକୁର କାମୁଡାରେ ୩୦ ଆହତ

ଅନୁଗୋଳ ଜିଲ୍ଲା ବନ୍ତଳା ତଳଗଡ ଗାଁରେ ବୁଲା କୁକୁର କାମୁଡାରେ ୩୦ ଜଣ ଆହତ ହୋଇଛନ୍ତି । ଆହତ ମାନେ ଅନୁଗୋଳ ମେଡିକାଲରେ ଭର୍ତ୍ତି । ଆଜି ଗୋଟିଏ ଦିନରେ ଗୋଟିଏ କୁକୁର ଗାଁରେ ବୁଲି ବୁଲି ୩୦ ଜଣଙ୍କୁ କାମୁଡି ପକାଇଛି ।

Comments
Loading...