ସରକାରୀ ସହାୟତା ଅପେକ୍ଷାରେ କୁନି ଲତା

କେନ୍ଦ୍ରାପଡା (କୋଶଲ ନ୍ୟୁଜ୍) କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକର ତାଳସଙ୍ଗା ପଂଚାୟତର ମାଣିକପୁର ଗ୍ରାମର କୁନୀଲତା ବେହେରା ସ୍ୱାମୀ ଭାବଗ୍ରାହୀ ବେହେରାଙ୍କ ଘୁଆଳ ଘର ଜାନୁଆରୀ ମାସ 23/01/2021ରିଖ ରାତ୍ର 8:30ମିନିଟରେ ଅଗ୍ନିକାଣ୍ଡ ହୋଇ ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ସୁଫଳ କିମ୍ବା ସରକାରୀ ସହାୟତା ମିଳିନାହିଁ l
ମୋ ଘୁଆଳ ଲିଷ୍ଟରେ ନାମ ଥିଲେ ମଧ୍ୟ ଆଜି ପ୍ରର୍ଯ୍ୟନ୍ତ ତାହାର ଦେଖା ନାହିଁ l ଦୁଃଖର ବିଷୟ ତାଙ୍କର ଆଜି ମଧ୍ୟ୍ୟ ଚାଳ ଘର ଅଛି କିନ୍ତୁ ସରକାର ତରଫରୁ ପକ୍କା ଘରଟିଏ ପାଇନାହାନ୍ତି l ଏହା କାହାର ନଜର ଆସୁନାହିଁ l ସେ ନିଜେ ବିଡ଼ିଓକୁ ଦେଖା କରିଥିଲେ ମଧ୍ୟ୍ୟ କିଛି ଲାଭ ନାହିଁ l ସତେ ଯେପରି ଗରିବଙ୍କ ପାଇଁ ଆବାସ ନାହିଁ lତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଆବାସ ଯୋଜନାରେ ଘର ଓ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣ ରେ ଦାବି ହେଉଛି।।

Comments
Loading...