ସରକାରୀ ବାବୁ ମାନଙ୍କ ଚାଲିଛି ପଛପଟୁଆ କରବାର

କୋଶଲ ନ୍ୟୁଜ୍ :- କେନ୍ଦ୍ରପଡା – ପଟ୍ଟାମୁଣ୍ଡାଇ ଥାନା ଅଧିନସ୍ତ ଚୌଦକୁଲାଟ ଫାଣ୍ଡି ରେ ଚାଲିଛି ମଦ ମାଫିଆ ଆଉ ଥାନା ଅଧିକାରୀ ଙ୍କ ଭିତିରିଆ କରବାର | ଆଜି ଚୌଦକୁଲାଟ ଫାଣ୍ଡି ଅଧିନସ୍ତ ଥାନା ଅଧିକାରୀ ମାନେ ଜବତ କଲେ ୬ କାର୍ଟୁନ ମଦ, ହେଲେ ଗଣମାଧ୍ୟମ ଆଗରେ ପ୍ରକାଶ କଲେ 30 ବୋତଲ ମଦ | ପ୍ରଶ୍ନ ଉଠୁଛି ଜବତ ହେଇଥିବା ମଦ ଗଲା କୁଆଡେ? ପ୍ରଶ୍ନ କଲେ ଉତ୍ତର ଦେଉଛନ୍ତି – ଯେହେତୁ ସେ ପଙ୍ଗୁ ଲୋକ ସେଥିପାଇଁ ଆମେ ନିୟମ ଦୃଷ୍ଟି ରୁ 52 F ଦଫା ଲଗେଇଛୁ | କଣ ଏହା ହେଉଛି ସୁରକ୍ଷା କର୍ମୀ ଙ୍କ ନିୟମ, କଣ ଏମିତି କଲେ ମିଳିପାରିବ ଲୋକମାନଙ୍କୁ ମିଳିପାରିବ ସାହାଯ୍ୟ ପ୍ରଶ୍ନ ଆସୁଛି ଉଙ୍କି ମାରୁଛି ଲୋକମାନଙ୍କ ପାଖରେ!।

Comments
Loading...