ବୌଦ୍ଧ ଜିଲାରେ ୧୬ କରୋନା ପୋଜିଟିଭ ଚି଼ହ୍ନଟ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ 16 କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି |ଆଜି ସମଗ୍ର ରାଜ୍ୟରେ 3222 ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ ରୁ 1775 ଏବଂ ଲୋକାଲ 1352 ଜଣ ଚି଼ହ୍ନଟ ହୋଇଛନ୍ତି | ଆଜି ସୁଦ୍ଧା ବୌଦ୍ଧ ଜିଲାରୁ ମୋଟ 12247 ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି ସେମାନଙ୍କ ମାଧରୁ 11868ସୁସ୍ଥ ହୋଇଥିବା ବେଳେ 280 ଜଣ ଚିକିତ୍ସାଧିନ ଥିବା ବେଳେ 83 ଜଣ ମୃତ୍ୟୁ ହୋଇଛି |

Comments
Loading...