Share ଅନ୍ୟାନ୍ୟ ଖବର ପଢନ୍ତୁ ଭୋଜି କରିବା ହେଲା କାଳ, ଜୀବନ ନେଇଗଲେ ସାଙ୍ଗସାଥି Jan 5, 2025 ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ବିଶ୍ୱ ଓଡ଼ିଆ ଭାଷା… Feb 4, 2024 କୋଶଲ ନ୍ୟୁଜ୍ ବ୍ୟୁରୋ : କୋରାପୁଟ : କରୋନା ମହାମାରୀ ସମୟରେ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ କରୋନା ଯୋଦ୍ଧା ମାନଙ୍କ ଦ୍ୱାରା ପ୍ଲାଜମା ଦାନ କରାଯାଇଥିଲା l ପ୍ଲାଜମା ଦାନ କରିବା ଫଳରେ କିପରି ଲୋକମାନଙ୍କର ମୂଲ୍ୟବାନ ଜୀବନ ବଞ୍ଚା ଯାଇପାରିବ ଏହାର ଏକ ଜ୍ୱଳନ୍ତ ଉଦାହରଣ ଉପସ୍ଥାପନ କରି ପ୍ରଶଂସନୀୟ ର ପାତ୍ର ହଇଥିଲେ ଏହି କରୋନା ଯୋଦ୍ଧା ମାନେ l କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ ମହାବିଦ୍ୟାଳୟ ଚିକିତ୍ସାଳୟ ର ରକ୍ତ ଭଣ୍ଡାର ରେ ତା ୧୮.୧୨.୨୦୨୦ ରିଖ ଦିନ କୋଟପାଡ଼ ଅଞ୍ଚଳ ର ଜଣେ ବୁଦ୍ଧିଜୀବୀ ତଥା ଭାରତୀୟ ଜନତା ପାର୍ଟୀ ର ଭଲ କର୍ମୀ ଶ୍ରୀ ଆଶୁତୋଷ ମହାପାତ୍ର ପ୍ଲାଜମା ଦାନ କରି କରୋନା ଯୁଦ୍ଧ ରେ କିପରି ଲୋକଙ୍କ ଜୀବନ ବଞ୍ଚାଯାଇପାରିବ କହି ଜନସାଧାରଣ ମାନଙ୍କୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି l ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କୋଟପାଡ଼ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଇଥିଲା l 0 19 Share FacebookTwitterWhatsAppEmailFacebook MessengerTelegramPrint