ନବ ବର୍ଷର ଶୁଭେଚ୍ଛା ବାର୍ତ୍ତା

ନୂତନ ବର୍ଷ ୨୦୨୪ର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଜଗତର ନାଥ ଜଗନ୍ନାଥ ଏହି ନୂତନ ବର୍ଷରେ ଓଡ଼ିଶାର ଜନସାଧାରଣ ତଥା ନୂଆଗାଁ ଫାଣ୍ଡି ଅଧିନରେ ଥିବା ସମସ୍ତ ଜନସାଧାରଣଙ୍କ ଜୀବନରେ ଖୁସି ଭରି ଦିଅନ୍ତୁ। ଏହି ନୂତନ ବର୍ଷ ସୁଖ, ଶାନ୍ତି ଓ ସମୃଦ୍ଧି ବର୍ଷ ହେଉ।

ଶୁଭେଚ୍ଛୁ
ଶିଶିର କାନ୍ତ ସାହାଣୀ
ନୂଆଗାଁ ଫାଣ୍ଡି ଅଧିକାରୀ

Comments
Loading...