ଅସହାୟ ମାନସିକ ବିଷାଦ ଗ୍ରସ୍ତ ବ୍ୟକ୍ତିକୁ ଙ୍କୁ ଉଦ୍ଧାର କଲା ସ୍ୱଇଚ୍ଛା ପରିବାର

ସମ୍ବଲପୁର (କୋଶଲ ନ୍ୟୁଜ) ଗୋପାଳମାଲ ରେ ଦୀର୍ଘ ଦିନରୁ ମୁନା ମହାକୁଡ଼ (ବୟସ 46)ନାମକ ଏକ ମାନସିକ ରୋଗୀ ଅସହାୟ ଅବସ୍ଥା ରେ ଗୋପାଳମାଳ ଦୁର୍ଗା ମଣ୍ଡପ ଗଳିରେ ଏକାକୀ ବସବାସ କରୁଥିଲା,ସେ ଦୀର୍ଘ ଦୁଇ ବର୍ଷ ହେଲା ଏକା ରହୁଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ସାମାଜିକ ସଂଗଠନ ସ୍ୱଇଚ୍ଛା ତାଙ୍କ ପାଖକୁ ଯାଇ ସଫା ସୁତୁରା କରି, ଚୁଟି ଦାଢ଼ି କାଟି, ଭଲ ପୋଷାକ ପିନ୍ଧାଇବା ପରେ ପ୍ରଥମେ କୋଡିଡ଼ ଟେଷ୍ଟ କରାଗଲା ତାପରେ ବୁର୍ଲା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କର ଗଲା,

ସଂଗଠନ ପକ୍ଷରୁ ଆର୍ତତ୍ରାଣ ଶତପଥି, ଗୋବିନ୍ଦ ଅଗ୍ରୱାଲ, ସୌମ୍ୟ ରଞ୍ଜନ ବଡ଼ପଣ୍ଡା, ସାଇକେତ ବାନାର୍ଜୀ, ଅମିତ କୁମାର ପଣ୍ଡା, ଅମିତ ହୋତା, ଶଙ୍କର ବାରିକ, ସୌରଭ ସୁମନ ପରିଚ୍ଛା, ସୁବାସ ପ୍ରଧାନ, ଅଭିଷେକ ଲିମା, ଆକାଶ ବିଶ୍ୱକର୍ମା, ଜୟ ଭବାନୀ ନାୟକ ପ୍ରମୁଖ ରହି ହସ୍ପିଟାଲ ପଠାଇ ବାରେ ସାହାଯ୍ୟ କରିଥିଲେ

Comments
Loading...