ସମ୍ବଲପୁରରେ ଦ୍ରୁତଗାମୀ ଟ୍ରେନ୍ ଧକ୍କା ରେ ହାତୀ ର ମୃତ୍ୟୁ

କୋଶଲ ନ୍ୟୁଜ୍ ବ୍ୟୁରୋ :- ସମ୍ବଲପୁର: ଶନିବାର ଜିଲ୍ଲାର ଜୁଜୁମୁରା ଏବଂ ହାଟିବାରି ଅଞ୍ଚଳ ମଧ୍ୟରେ ଥିବା ଗରଗଡବାହାଲ ଗ୍ରାମ ନିକଟରେ ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ଦ୍ୱାରା ଏକ ହାତୀର ମୃତ୍ୟୁ ଘଟିଛି।

ସ୍ଥାନୀୟ ସୂତ୍ର ଅନୁଯାୟୀ ହାତୀ ଟି ରେଳ ଟ୍ରାକ୍ ଅତିକ୍ରମ କରୁଥିବା ସମୟରେ  ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍ ଧକ୍କା ଦେଇଥିଲା।
Comments
Loading...