ବୌଦ୍ଧ ଜିଲାରେ କରୋନା ଗ୍ରାଫ ଉର୍ଦ୍ଧ ଗାମୀ ଗତ 24 ଘଣ୍ଟା ରେ 21 ଜଣ କରୋନା ପୋଜିଟିଭ ଚି଼ହ୍ନଟ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ 21 କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି |ଆଜି ସମଗ୍ର ରାଜ୍ୟରେ 2602ଜଣ ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | ଆଜି ସୁଦ୍ଧା ବୌଦ୍ଧ ଜିଲାରୁ ମୋଟ 12333 ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି ସେମାନଙ୍କ ମାଧରୁ 12059ସୁସ୍ଥ ହୋଇଥିବା ବେଳେ 169 ଜଣ ଚିକିତ୍ସାଧିନ ଥିବା ବେଳେ 84 ଜଣ ମୃତ୍ୟୁ ହୋଇଛି | ବୌଦ୍ଧ ଜିଲ୍ଲାର ମୋଟ ପୋଜିଟିଭ ସଂଖ୍ୟା 12333 ରେ ପହଂଚିଛି

Comments
Loading...