ନଜର ପକାନ୍ତୁ ମନ୍ତ୍ରିମଣ୍ଡଳର ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ: ଆଜି ୧୫ ଜଣ ନେତା କେନ୍ଦ୍ର କ୍ୟାବିନେଟର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହା ସହ ଅନ୍ୟ ୨୮ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି | ଆଉ ଏବେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି |

ନଜର ପକାନ୍ତୁ ମନ୍ତ୍ରିମଣ୍ଡଳର ସମ୍ପୂର୍ଣ୍ଣ ତାଲିକା |

  • ରାଜନାଥ ସିଂହ: ପ୍ରତିରକ୍ଷା ମନ୍ତ୍ରାଳୟ
  • ଅମିତ ଶାହା: ଗୃହ ମନ୍ତ୍ରାଳୟନ
  • ିତିନ ଗଡ଼କରୀ: ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ
  • ନିର୍ମଳା ସୀତାରମଣ: ଅର୍ଥ ମନ୍ତ୍ରାଳୟ
  • ନରେନ୍ଦ୍ର ସିଂହ ତୋମାର: କୃଷି ମନ୍ତ୍ରାଳୟ
  • ଡ଼.ଏସ ଜୟଶଙ୍କର: ବୈଦେଶିକ ମନ୍ତ୍ରାଳୟ
  • ଅର୍ଜୁନ ମୁଣ୍ଡା: ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ
  • ପୀୟୂଷ ଗୋୟଲ: ବାଣିଜ୍ୟ, ଶିଳ୍ପ, ଖାଦ୍ୟ ବଣ୍ଟନ, ବୟନ
  • ପ୍ରହ୍ଲାଦ ଯୋଶୀ: ସଂସଦୀୟ ବ୍ୟାପାର, ଖଣି ମନ୍ତ୍ରାଳୟ
  • ନାରାୟଣ ରାଣେ: କ୍ଷୁଦ୍ର, ମଧ୍ୟମ ଶିଳ୍ପ ମନ୍ତ୍ରାଳୟ
  • ଅଶ୍ୱିନୀ ବୈଷ୍ଣବ: ରେଳ ମନ୍ତ୍ରାଳୟ ସହ ସୂଚନା ଓ ପ୍ରଯୁକ୍ତିବିଦ୍ୟା
  • ଧର୍ମେନ୍ଦ୍ର ପ୍ରଧାନ: ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ
  • ହରଦୀପ ସିଂହ ପୁରୀ:ପେଟ୍ରୋଲିୟମ ମନ୍ତ୍ରାଳୟ
  • ଅନୁରାଗ ଠାକୁର: ଯୁବ, କ୍ରୀଡା ସହ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ
  • ଜ୍ୟୋତିରାଦିତ୍ୟ ସିନ୍ଧିଆ: ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ
  • ମନସୁଖ ମାଣ୍ଡଭିୟ: ସ୍ୱାସ୍ଥ୍ୟ, ସାର ଓ ରସାୟନ ମନ୍ତ୍ରାଳୟ
  • ସ୍ମୃତି ଇରାନୀ: ମହିଳା ଓ ଶିଶୁବିକାଶ କଲ୍ୟାଣ ମନ୍ତ୍ରାଳୟ
  • କିରଣ ରିଜିଜୁ: ନ୍ୟାୟ ଓ ଆଇନ ମନ୍ତ୍ରାଳୟ
  • ଗିରିରାଜ ସିଂହ: ପଞ୍ଚାୟତିରାଜ ଓ ଗ୍ରାମ୍ୟ ବିକାଶ ମନ୍ତ୍ରାଳୟ
  • ଡ. ବୀରେନ୍ଦ୍ର କୁମାର: ସାମାଜିକ ନ୍ୟାୟ ଓ ସଶକ୍ତିକରଣ
  • ପଶୁପତି କୁମାର ପାରସ: ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ
  • ପୁରୁଷୋତ୍ତମ ରୁପାଲା: ମତ୍ସ୍ୟ ଓ ଗୋପାଳନ ମନ୍ତ୍ରାଳୟ
  • ଭୂପେନ୍ଦର ୟାଦବ: ଶ୍ରମ ଓ ପରିବେଶ ମନ୍ତ୍ରାଳୟ
  • ମନ୍‌ସୁଖ୍‌ ମାଣ୍ଡଭିୟା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
  • ରାଜକୁମାର ସିଂହ: ଶକ୍ତି ମନ୍ତ୍ରାଳୟ
  • ଗଜେନ୍ଦ୍ର ସିଂହ ଶେଖାୱତ୍: ଜଳଶକ୍ତି ମନ୍ତ୍ରାଳୟ
  • ରାମଚନ୍ଦ୍ର ପ୍ରସାଦ ସିଂହ: ଇସ୍ପାତ ମନ୍ତ୍ରାଳୟ
  • ସର୍ବାନନ୍ଦ ସୋନୱାଲ: ଆୟୁଷ, ବନ୍ଦର, ଜାହାଜ ପରିବହନ
  • ହରଦୀପ ସିଂହ ପୁରୀ: ପେଟ୍ରୋଲିୟମ ଓ ସହରାଂଚଳ ବିକାଶ ମନ୍ତ୍ରାଳୟ
  • ଜି.କିଶନ ରେଡ୍ଡୀ:ସଂସ୍କୃତି ମନ୍ତ୍ରାଳୟ
Comments
Loading...