ଭାରତ ବନାମ ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ କ୍ରିକେଟ୍ ସ୍କୋର: ଜସପ୍ରୀତ ବୁମ୍ରାଙ୍କ ଉତ୍କୃଷ୍ଟ ବୋଲିଂ ସହାୟତାରେ ବୁଧବାର ଭାରତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଉ ଏକ ସୁପର ଇନିଂସ ପରେ ଲୟକୁ ଫେରିଛି। ତୃତୀୟ ତଥା ଅନ୍ତିମ ଏକ ଦିନିକିଆ କ୍ରିକେଟ୍ ମ୍ୟାଚ୍ ରେ ୧୩ ରନ ରେ ଭାରତ ବିଜୟ ଲାଭ କଲା। ଏହି ବିଜୟ ଲାଭ ରେ ରବୀନ୍ଦ୍ର ଜାଡେଜାଙ୍କ 66 ରନ୍ ଇନିଂସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା ଯାହା ଦଳର ସ୍କୋରକୁ ୩୦୦ କୁ ଆଣିଥିଲା। ଯଦିଓ ଆୟୋଜକ ଦଳ ସିରିଜ୍ ୨-୧ରେ ଜିତିଥିଲା | ଦୁଇଟି ମ୍ୟାଚ୍ ଜିତିବା ପରେ ଏହି ମ୍ୟାଚ୍ ଅଷ୍ଟ୍ରେଲିଆ ପାଇଁ ଏକ ଉପୋଚରିକ୍ତା ଥିଲା।
ମ୍ୟାକ୍ସୱେଲ ଆଉଟ୍ ହେବା ମାତ୍ରେ ଭାରତ ମ୍ୟାଚକୁ ଫେରିଥିଲା