Browsing Category
ମାଲକାନଗିରି
କରୋନା ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେଇଛି ବିଶିଷ୍ଟ ବ୍ୟବସାୟୀ ଏମ.ଲକ୍ଷ୍ମଣ ରାଓ
ମାଲକାନଗିରି: ବିଶିଷ୍ଟ ବ୍ୟବସାୟୀ ଏମ,ଲକ୍ଷ୍ମଣ ରାଓଙ୍କ ଅକାଳ ବିୟୋଗରେ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ!-->…
Read More...
Read More...
ଝିଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
୪ର୍ଥ ଶ୍ରେଣୀରେ ପାଠପଢୁଥିବା ୮ବର୍ଷର ଝିଅ ଗୁରୁବାରୀ ମାଢି କିଡିନି ରୋଗରେ ଆକ୍ରାନ୍ତ ଏହା ଜାଣିବା ପରେ ଭାଙ୍ଗି ପଡିଛନ୍ତି ଘର ଲୋକ l ହଠାତ ଦିନେ ଝିଅର ହାତଗୋଡ଼!-->!-->!-->…
Read More...
Read More...
ଜାତୀୟ ସ୍ତରୀୟ ତୀରନ୍ଦାଜିରେ ରୌପ୍ୟ ପଦକ ଜିତି ପେଟ ପୋଷିବା ପାଇଁ ଗୋଟାଉଛନ୍ତି ମହୁଲ
ମାଲକାନଗିରି ଜିଲ୍ଲାକୁ ଆଦିବାସୀ ଅଧୁସୀତ ଅଞ୍ଚଳ କହିଲେ କୌଣସି ଭୁଲ ହେବ ନାହିଁ l ମାଲକାନଗିରି ଭଳି ଏକ ଅପହଞ୍ଚ ଅଞ୍ଚଳରେ ଶିକ୍ଷାର ଅଭାବ ଯୋଗୁଁ ବର୍ତ୍ତମାନ ମଧ୍ୟ!-->…
Read More...
Read More...
ସମ୍ମାନିତ କଳାକାର ଶ୍ରୀଯୁକ୍ତ ଡ.ପଦ୍ମଲୋଚନ ରାଉତ
ବିଭିନ୍ନ କ୍ଷେତ୍ରରେ କବିତା ରଚନା କରି ସମ୍ମାନ ଜନକ ପୁରସ୍କାର ପ୍ରାପ୍ତ କରିଛନ୍ତି ପ୍ରଫେସର ଶ୍ରୀଯୁକ୍ତ ଡ.ପଦ୍ମଲୋଚନ ରାଉତ l ଜଣେ ସମ୍ମାନିତ କବି ଭାବରେ!-->!-->!-->…
Read More...
Read More...
ପାନୀୟ ଜଳ ପାଇଁ ସଂଘର୍ଷ
ମନୁଷ୍ୟ ବଞ୍ଚିବା ପାଇଁ ମୁଖ୍ୟତ ଖାଦ୍ୟ, ବସ୍ତ୍ର, ବାସଗୃହ ଉପରେ ନିର୍ଭର କରିଥାନ୍ତି ଠିକ ସେହିପରି ଜଳର ମଧ୍ୟ ନିତ୍ୟାନ୍ତ ଆବଶ୍ୟକତା ରହିଥାଏ l ସ୍ୱାଧୀନତାର ଦୀର୍ଘ!-->…
Read More...
Read More...
ମାଲକାନଗିରି ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଆଜିଠୁ ନାଇଟ କର୍ଫ୍ୟୁ
କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟlୟ ଅତ୍ୟନ୍ତ ଭୟଙ୍କର ହେଉଥିବା ଯୋଗୁଁ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଓ ଜିଲ୍ଲପାଳଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲାର ସମସ୍ତ ସହର!-->…
Read More...
Read More...
ମାଲକାନାଗିରିରେ ପାରମ୍ପାରିକ ଚଡକ ପୂଜା
ଦେବଙ୍କ ଦେବ ମହାଦେବ l ଖରା ବର୍ଷା କୁ ଖାତିର ନ'କରି ପ୍ରଭୁଙ୍କ ଉପରେ ଆସ୍ଥା ରଖି ହଜାର ହଜାର ଶ୍ରଦ୍ଧାଳୁ ମାନେ ପାଳନ କରନ୍ତି ଚୈତ୍ର ମାସ l ମହାପ୍ରଭୁ ଶିବଙ୍କୁ!-->…
Read More...
Read More...
ମାଲକାନଗିରି ଜିଲ୍ଲା ସ୍ଥାନୀୟ ବସ ଷ୍ଟାଣ୍ଡ ନିକଟରେ ଡ଼ଃ.ଭୀମରାଓ ରାମଜୀ ଆମ୍ବେଦକରଙ୍କର ଆଜି 130 ତମ ଜନ୍ମ ଜୟନ୍ତୀ…
ଜଣେ ଭାରତୀୟ ନୀତି ପ୍ରଣେତା, ରାଜନୀତିକ ନେତା, ଦାର୍ଶନିକ, ଐତିହାସିକ, ବାଗ୍ମୀ, ଅର୍ଥନୀତିଜ୍ଞ ଓ ସମ୍ପାଦକ ଯିଏ ବାବାସାହେବ ନାମରେ ମଧ୍ୟ ପରିଚିତ!-->!-->!-->…
Read More...
Read More...
ଓଡ଼ିଶା-ମୋ ପରିବାର” “ଜୀବନ ବିନ୍ଦୁ” ୩୦ ୟୁନିଟ ରକ୍ତ ସଂଗ୍ରହ
ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଠାରେ "ଓଡ଼ିଶା-ମୋ ପରିବାର" ଆନୁକୁଲ୍ୟରେ "ବ୍ଲକ ସ୍ତରୀୟ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର", "ଜୀବନ ବିନ୍ଦୁ" କାର୍ଯ୍ୟକ୍ରମ!-->…
Read More...
Read More...
ସହଯୋଗର ହାତ ବଡେଇଲେ ଥାନା ଅଧିକାରୀ
ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ବ୍ଲକ ଅନ୍ତର୍ଗତ ପାହାଡିଆ ଅଞ୍ଚଳରେରେ ବସବାସ କରନ୍ତି ଗୈାରୀ ପାଙ୍ଗି lପିଲାଟି ଦିନରୁ ପାଠ ପଢିବାର ଭାରି ଇଚ୍ଛା ମାତ୍ର ବାପା!-->…
Read More...
Read More...