Browsing Category
ପୂର୍ବ ଓଡ଼ିଶା ଖବର
ପ୍ରଶାସନ ବନ୍ଦ କଲା ଅଷ୍ଟପ୍ରହରୀ ନାମ ଯଜ୍ଞ
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଲଧୁଆପଡା ଗ୍ରାମର ଅଷ୍ଟପ୍ରହରୀ ନାମ ଯଜ୍ଞ କୁ ଆଜି ବନ୍ଦ କରିଛି ପ୍ରଶାସନ l ଯଜ୍ଞ ଆଜି ଆରମ୍ଭ ହୋଇଥାନ୍ତା, ସବୁ!-->…
Read More...
Read More...
ଉମରକୋଟ ଓକିଲ ସଂଘ ନିର୍ବାଚନ
ନବରଙ୍ଗପୁର :- ଉମରକୋଟ ଓକିଲ ସଂଘ ନିର୍ବାଚନ ରେ ସଭାପତି ଭାବେ ତପନ ଦେବନାଥ, ଉପ-ସଭାପତି ଭାବରେ ରାମ କୃଷ୍ଣ ନାୟକ, ଏବଂ ସଂପାଦକ ଭାବେ ଶାନ୍ତନୁ ବାହିନୀପତି!-->…
Read More...
Read More...
ଡାବୁଗାଁ ଠାରେ ଭାରତ ବନ୍ଦ ପ୍ରଭାବ ଶୂନ୍ୟ
ନବରଙ୍ଗପୁର (ଡାବୁଗାଁ):-ଶୁକ୍ରବାର ଥିଲା ଭାରତ ବନ୍ଦ ଡାକରା। ସଂଯୁକ୍ତ କୃଷକ ମୋର୍ଚ୍ଚା ଭାରତ ବନ୍ଦ ନେଇ ଡାକରା ଦେଇଥିବା ବେଳେ ଏହି ବନ୍ଦ କୁ କଂଗ୍ରେସ ସମେତ!-->!-->!-->…
Read More...
Read More...
ଜୁଆ ମାୟା ଜାଲ ରେ ନବରଙ୍ଗପୁର ଜିଲ୍ଲା ଗାଇଘର ବ୍ଲକ
ବିଭିନ୍ନ ଜନ ଗହଳି ମଣ୍ଡେଇ ଯାତ୍ରା ମାନଙ୍କରେ ଖୁଲମଖୁଲା ଜୁଆ ଓ ଖୁଡ଼ଖୁଡ଼ି ଖେଳ ଚାଲିଛି । ଏହାକୁ ପୋଲିସ ଦେଖି ମଧ୍ୟ ଘୋର ନିଦ୍ରା ସାଜୁଥିବା ଅଭିଯୋଗ ହୋଇଛି
!-->!-->!-->…
Read More...
Read More...
ପିକଅପ ଗାଡି ଓଲଟି, ୨ ଆହତ
ଡାବୁଗାଁ, ୨୬/୩ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧିନ ଝାଲିଆଗୁଡା ଛକ ନିକଟ ଜଙ୍ଗଲ ମଧ୍ୟରେ ଏକ ପିକଅପ ଗାଡି ଗୁରୁବାର ସକାଳୁ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୂଚନା!-->…
Read More...
Read More...
ବିପଦ ସଂଙ୍କୁଲ ଅବସ୍ଥାରେ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଔଷଧ ଭଣ୍ଡାର
ନବରଙ୍ଗପୁର ଜିଲ୍ଲା(ଡାବୁଗାଁ):-ବିପଦ ସଂଙ୍କୁଲ ଅବସ୍ଥାରେ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରର ଔଷଧ ଭଣ୍ଡାର । ବହୁ ବର୍ଷ ପୁରୁଣା ଏହି ଔଷଧ ଭଣ୍ଡାର ବର୍ତ୍ତମାନ ଏହା!-->…
Read More...
Read More...
ନବରଙ୍ଗପୁର ଜିଲ୍ଲାର ରେ ନାଇଟ୍ କର୍ଫ୍ୟୁ ଲାଗୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ
ନବରଙ୍ଗପୁର:- ନବରଙ୍ଗପୁର ଜିଲ୍ଲାର ରେ ନାଇଟ୍ କଫୁ ଲାଗୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ!-->…
Read More...
Read More...
ବାଇକ ଦୁର୍ଘଟଣାରେ ୨ ଗୁରୁତର, ୧ ଆହତ
ଡାବୁଗାଁ: ଡାବୁଗାଁ ଥାନା ଅଧିନ ଚାଟିଗୁଡା ଛକ ନିକଟରେ ଏକ ବୋରୱେଲ ଗାଡି ଏକ ମୋଟର ସାଇକେଲ ଧକ୍କା ହେବା ଫଳରେ ୨ ଗୁରୁତର ଓ ୧ ଆହତ ଥିବା ଜଣା ପଡିଛି । ସୂଚନାଯୋଗ୍ୟ!-->…
Read More...
Read More...
ସାପ କାମୁଡିବା ପରେ ସାପକୁ ଧରି ମେଡିକାଲ ଗଲା ସୁଧାଂଶୁ
ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଥିଲା ଏକ ବିଚିତ୍ର ଦୃଶ୍ୟ। ଅପରାହ୍ନ ତିନିଟା ସମୟରେ ନିଜ ଜମିରେ କାମ କରୁଥିବା ସମୟରେ!-->!-->!-->…
Read More...
Read More...
ତାଳଚେର ଥର୍ମାଲ ପ୍ଲାଣ୍ଟରେ ବିଦ୍ୟୁତ ଉତ୍ପାଦନ ବନ୍ଦ
ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ NTPC ପରିଚାଳନାଧିନ ତାଳଚେର ଥର୍ମାଲ ପାୱାର ଷ୍ଟେସନ TTPS ମାର୍ଚ୍ଚ ୩୧ରେ ବନ୍ଦ ହେବ ବୋଲି ଆଗରୁ କୁହାଯାଉ ଥିଲା । କିନ୍ତୁ ସମସ୍ତ!-->…
Read More...
Read More...