ତାତିରୁ ମିଳିବନି ଆଶ୍ୱସ୍ତି,ମେ’ ପହିଲା ଯାଏଁ ତ୍ରାହି ନାହିଁ,ଏହି ଜିଲାକୁ ରେର୍ଡ ଆଲର୍ଟ..

ଭୁବନେଶ୍ୱର : ତାତିରୁ ମିଳିବନି ଆଶ୍ୱସ୍ତି,ମେ’ ପହିଲା ଯାଏଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ୧ ମେ’ ଯାଏଁ ରାଜ୍ୟର ବିଭିନ୍ନ ଜିଲାକୁ ହିଟୱେଭ୍ ଆଲର୍ଟ ଜାରି କରାଯାଇଛି। ରବିବାର ପାଇଁ ୧୩ ଓ ୨୯ ତାରିଖ ପାଇଁ ୧୪ ଜିଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ୨୮ରେ ମୟୁରଭଞ୍ଜ, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୁନ୍ଦରଗଡ, ଝାରସୁଗୁଡା, ଖୋର୍ଦ୍ଧା, କଟକ, ସମ୍ବଲପୁର, ବଲାଙ୍ଗୀର ଓ ନୂଆପଡା ଜିଲାକୁ ମଧ୍ୟ ରେଡ୍ ଆଲର୍ଟ ଜାରି କରାଯାଇଛି।

Comments (0)
Add Comment