କଂଗ୍ରେସ ବିଧାୟକ ପ୍ରାର୍ଥୀ ଅନୀଲ ମେହେରଙ୍କୁ ପୂଣ୍ଣ ସମର୍ଥନ ଘୋଷଣା

ପାଟଣାଗଡ଼ ୦୬/୦୫( କୋଶଲ ନ୍ୟୁଜ୍ ) : କଂଗ୍ରେସ ବିଧାୟକ ପ୍ରାର୍ଥୀ ଅନୀଲ ମେହେର ଙ୍କୁ ପୂଣ୍ଣ ସମର୍ଥନ ଘୋଷଣା କଲେ ପାଟଣାଗଡ ଏନଏସିର ୧୩ ଏବଂ ୧୪ ନମ୍ବର ୱାର୍ଡ ର ସମସ୍ତ ଜନସାଧାରଣ । ସେହିପରି ଉପଖଣ୍ଡ ଅଟୋରିକ୍ସା ଚାଳକ ସଂଘ ର ୪୦ ଜଣ ଚାଳକ ପୂର୍ଣ୍ଣ ସମର୍ଥନ ଘୋଷଣା କରି କଂଗ୍ରେସ ଦଳ ରେ ସାମିଲ ହୋଇଛନ୍ତି ।

Comments (0)
Add Comment