ଥାନା ଅଧିକାରୀ ସ୍ତରରେ ଅଦଳବଦଳ

ଜଗତସିଂହପୁର(କୋଶଲ ନ୍ୟୁଜ୍) ପାରାଦ୍ୱୀପ ଥାନାରେ ଯୋଗଦେଲେ ନୂତନ ଆଇଆଇସି ଶ୍ରୀଯୁକ୍ତ ରଂଜନୀ କାନ୍ତ ମିଶ୍ର 2008 ବ୍ୟାଚ ଅନୁଗୁଳ ଜିଲ୍ଲାରେ ଜନ୍ମ ଓଡିଶା ପୋଲିସରେ ଜଣେ ଦକ୍ଷ ଅଫିସର,।ତା ସହିତ ପାରାଦ୍ୱୀପ ଲକ ଥାନାରେ ଯୋଗଦେଲେ ନୂତନ ଆଇଆଇସି ଯୁଗଳ କିଶୋର ଦାସ ସାର ଦୁଇ ଦକ୍ଷ ଅଫିସର ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

Comments
Loading...