ମାଲକାନଗିରି : ଜରୁରୀ B+ ରକ୍ତ ଆବଶ୍ୟକ

କୋଶଲ ନ୍ୟୁଜ – 29:05:2021 (ଶନିବାର) ମାଲକାନଗିରି ମୁଖ୍ୟ ଚିକିତ୍ସାଲୟରେ ଜଣେ ଗର୍ଭବତୀ ମହିଳା ଗତ କିଛି ଦିନରୁ admit ଅଛନ୍ତି l ଡାକ୍ତରୀ ପରୀକ୍ଷାରୁ ଜଣା ପଡିଛି ତାଙ୍କୁ ରକ୍ତ ଅଭାବ ଅଛି ତେଣୁ ତାଙ୍କୁ B+ ଆବଶ୍ୟକ ଅଛି l ମାଲକାନଗିରି ବ୍ଲଡ଼ ବ୍ୟାଙ୍କରେ B+ ରକ୍ତ ବର୍ତ୍ତମାନ ନାହିଁ l ବହୁତ ଖୋଜାଖୋଜି ପରେ ମଧ୍ୟ ରକ୍ତର ଯୋଗାଡ଼ ହେଇପାରିଲା ନାହିଁ l ରକ୍ତ ଅଭାବ ଯୋଗୁଁ ଗର୍ଭବତୀ ମହିଳା ଜଣକ ଗୁରୁତର ମଧ୍ୟ ହେଇ ପାରନ୍ତି ବୋଲି ଡାକ୍ତର କହିଛନ୍ତି l B+ ରକ୍ତ ଦାତା ଏହି ମହିଳାଙ୍କୁ ରକ୍ତଦାନ କରନ୍ତୁ ବୋଲି ଆମେ ନିବେଦନ କରୁଛୁ l

ଯୋଗାଯୋଗ ନମ୍ବର
7328882919

Comments
Loading...