
କୋଶଲ ନ୍ୟୁଜ୍ ବ୍ୟୁରୋ : ବିଏସନାଲ ବିଶ୍ଵର ପ୍ରଥମ ସାଟେଲାଇଟ୍ ଆଧାରିତ ନାରୋବ୍ୟାଣ୍ଡ-ଆଇଓଟି ନେଟୱାର୍କ ଲଞ୍ଚ କରିଛି ,ଭାରତ ସଂଚାର ନିଗମ୍ ଲିମିଟେଡ୍ (ବିଏସ୍ଏନ୍ଏଲ୍) ଏକ ସଂକୀର୍ଣ୍ଣ ବ୍ୟାଣ୍ଡ ଉପଗ୍ରହ ଭିତ୍ତିକ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (NB-IoT) ଆରମ୍ଭ କରିବା ପାଇଁ ବିଶ୍ୱସ୍ତରୀୟ ମେସିନ୍ କନେକ୍ଟିଭିଟି ସମାଧାନ କମ୍ପାନୀ ସ୍କାଇଲୋଟେକ୍ ଇଣ୍ଡିଆ (ସ୍କାଇଲୋ) ସହିତ ସହଭାଗୀ ହୋଇଛି। ଏହି ପଦକ୍ଷେପ ହେଉଛି ବିଶ୍ୱର ପ୍ରଥମ ଉପଗ୍ରହ-ଆଧାରିତ NB-IoT ନେଟୱାର୍କ |
