ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସ୍ବେଛାସେବୀ ସଂଗଠନ କୁ ସେବା ସମ୍ମାନ ରେ ସମ୍ମାନିତ କଳା

କୋଶଲ ନ୍ୟୁଜ୍ ବ୍ୟୁରୋ :- କଳାହାଣ୍ଡି ଜିଲ୍ଲା ର ସୁପରିଚିତ ସ୍ବେଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି କୁ କଟକ ଜିଲ୍ଲା ର ସମ୍ଭବ ଚାରି ଟେବୁଲ ଟ୍ରଷ୍ଟ ସଂଗଠନ ର ବାର୍ଷିକ ଉତ୍ସବ ରେ ସେବା ସମ୍ମାନ ସେ ସମ୍ମାନିତ କରିଛନ୍ତି. 

ଉକ୍ତ କାର୍ଯ୍ୟକ୍ରମ ରେ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସଂଗଠନ ର ଜୋନାଲ ପ୍ରେସିଡେଣ୍ଟ ଡମ୍ବରୁ ଧର ସାହୁ, ମିଳନ ଭୋଇ,ଵୈସାଖୁ ସାହୁ, ହେମନ୍ତ ସାହୁ, ଦୀନେଶ ପଧାନ, ହେମସାଗର ସାହୁ ଅଂଶ ଗ୍ରହଣ କରିଥିଲେ.

ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ର ସମସ୍ତ ସଦସ୍ୟ ଙ୍କୁ ସଂଗଠନ ର ଜିଲ୍ଲା କାର୍ଯ୍ୟକାରିଣି ସଦସ୍ୟ ହେମରାଜ ସାହୁ ଏବଂ ବୁଦ୍ଧେଶ୍ୱର ଚୌଧୁରୀ ଧନ୍ୟବାଦ ଜଣେଇଥିଲେ.
Comments
Loading...